Browsing Tag

donnie wahlberg

ରେସ୍ତୋରାଁରେ ମାତ୍ର ୫ ହଜାର ଟଙ୍କାର ଖାଇବା ଖାଇ ୧.୪୪ଲକ୍ଷ ଟିପ୍ସରେ ଦେଇଗଲେ ଏହି ସିଙ୍ଗର

ହଲିଉଡ଼ ସିଙ୍ଗର ଡୋନି ୱାହ୍ଲବର୍ଗ ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି କାରଣ ସେ ଏପରି କିଛି କାମ କରିଛନ୍ତି ଯାହା ଶୁଣିବା ମାତ୍ରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ନୂଆ ବର୍ଷ ଆରମ୍ଭରୁ ଡୋନି ଜଣେ ୱେଟ୍ରେସର ଲାଇଫ ସେଟ କରିଦେଇଛନ୍ତି । ଥରେ ଭାବନ୍ତୁ ତ ଯଦି ଆପଣ କୌଣସି ହୋଟେଲକୁ…