Browsing Tag

don’t do these five things during bath

ଗାଧୋଇବା ସମୟରେ କରୁଛନ୍ତି କି ଏହିସବୁ ଭୁଲ୍‌ ? ତାହେଲେ ହୋଇଯାଆନ୍ତୁ ସାବଧାନ

କୁହାଯାଏ, ଦିନରେ ଦୁଇ ଥର ଗାଧୋଇଲେ ଭଲ। ଥରେ ସକାଳେ ଓ ଆଉ ଥରେ ରାତିରେ ଶୋଇବା ପୂର୍ବରୁ। ସକାଳେ ଗାଧୋଇ ସାରିଲା ପରେ ଫ୍ରେଶ୍ ଲାଗେ। ସେହିଭଳି ରାତିରେ ଗାଧୋଇଲେ ମଧ୍ୟ ଫ୍ରେଶ୍ ଲାଗେ ଓ ତା’ସହିତ ଭଲ ନିଦ ହୋଇଥାଏ। ଦୁଇ ଥର ଗାଧୋଇଲେ ତ୍ୱଚା ବି ସଫା ରହେ। ତେବେ ଗାଧୋଇବା ସମୟରେ କିଛି କିଛି…