Browsing Tag

don’t eat with tea

ଆପଣ ନିୟମିତ ଚା’ ପିଉଛନ୍ତି କି? ତେବେ ଭୂଲରେ ବି ଚା’ ସହିତ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ନିତିଦିନିଅଆ ଜୀବନରେ ପ୍ରାୟ ସମସ୍ତେ ଚା’ ପିଇଥାନ୍ତି । କିଏ ଚା’ ସହିତ ବିସ୍କୁଟ୍ ଖାଇଥାଏ ତ କିଏ ରୁଟି । ହେଲେ ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକୁ ଚା ସହିତ ଖାଇବା ଦ୍ବାରା ଶରୀରର ବିଭିନ୍ନ କ୍ଷତି ହୋଇଥାଏ । ଆପଣ ଜାଣିନଥାଇ ପାରନ୍ତି ଯେ ଆପଣ ଯଦି ଏସବୁ ଖାଦ୍ୟ ଖାଉଥାନ୍ତି ତେବେ…