Browsing Tag

door and window

ଘରର ଏହି ଦିଗରେ ରଖନ୍ତୁ ଝରକା ଓ କବାଟ, ନଚେତ୍‌ ଆପଣଙ୍କ ଭାଗ୍ୟ ଉପରେ ପଡିପାରେ ପ୍ରଭାବ

ବାସ୍ତୁଶାସ୍ତ୍ରରେ ଦିଗକୁ ନେଇ ଅନେକ ମହତ୍ତ୍ବ ରହିଥାଏ। ଯଦି ଆପଣଙ୍କ ଘର ଏବଂ ଏହା ଭିତରେ ଜିନିଷର ଦିଗ ଠିକ୍ ନଥିବ ତେବେ ସେଠାରେ ରହୁଥିବା ଲୋକଙ୍କ ଭାଗ୍ୟ ଉପରେ ପ୍ରଭାବ ପଡିଥାଏ। ଏପରି କ୍ଷେତ୍ରରେ ଏହା ଜାଣିବା ଜରୁରୀ ହୋଇଥାଏ ଯେ ଘରର କବାଟ ଝରକାର ଉପଯୁକ୍ତ ଦିଗ କେଉଁଠି? ଏହା ସହିତ ଯଦି…