Browsing Tag

door closer jugaad

ଭାରତୀୟଙ୍କ ବୁଦ୍ଧି ଆଗରେ ଚାଇନା ବି ମାରିବେ ଫେଲ, ଆଗରୁ କେବେବି ଦେଖି ନଥିବେ ଏମିତି ଅଟୋ କବାଟ ଲକ୍

ନୂଆଦିଲ୍ଲୀ : ‘ଜୁଗାଡ’ ମାମଲାରେ ଭାରତୀୟ କାହା ଠାରୁ ମଧ୍ୟ କମ୍ ନୁହଁନ୍ତି। ଛୋଟରୁ ଛୋଟ କାମରେ ମଧ୍ୟ ଲୋକମାନେ ବଡ ବଡ କାମ କରିଦିଅନ୍ତି ଯାହାକୁ ଦେଖିଲେ ଆପଣ ଦାନ୍ତ କାମୁଡି ପକେଇବେ। ଏମିତି ଏକ ଭିଡିଓ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିଜ ଟ୍ବଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓ…