Browsing Tag

door step education

ଆଉ ହେବନି ପାଠ ପଢା ପାଇଁ ସମସ୍ୟା, ଏଣିକି ଘରକୁ ଘର ବୁଲି କରାଯିବ ଶିକ୍ଷାଦାନ

ଭୁବନେଶ୍ୱର (କେନ୍ୟୁଜ) : ଅନଲାଇନ୍‌ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା। ଇଣ୍ଟରନେଟ ସଂଯୋଗ ନଥିବା ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ। ଇଣ୍ଟର୍ନସିପ୍‌ ପ୍ରୋଗ୍ରାମରେ ସେମାନେ ପାଠ ପଢାଇବେ।…