Browsing Tag

dosa

ବିଶାଳକାୟ ଦୋସା; ଦାମ୍‌ ୧୫୦୦! ୪୦ ମିନିଟ୍‌ରେ ଖାଇଦେଲେ ମିଳିବ ୭୧,୦୦୦ ଟଙ୍କା; ଜାଣନ୍ତୁ କେଉଁ ରେଷ୍ଟୁରାଣ୍ଟରେ…

ଯଦି ଆପଣ ବି ଦୋସା ଖାଇବାକୁ ଭଲ ପାଆନ୍ତି, ତ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଦୋସା ଖାଇବା ସହିତ ଆପଣ ୭୧,୦୦୦ ଟଙ୍କା ନିଜ ଘରକୁ ନେଇଯାଇ ପାରିବେ। ବାସ୍‌ ଆପଣଙ୍କୁ କେବଳ ୪୦ ମିନିଟ ଭିତରେ ଏହି ଦୋସା ଶେଷ କରିବାକୁ ପଡିବ। ଏବେ ଆପଣ ଭାବୁଥିବେ ଯେ ଏମିତି ଅଫର କେଉଁଠି ମିଳୁଛି? ତ ଆମେ…

କେବଳ ପାଟିକୁ ଟେଷ୍ଟି ଲାଗେ ନାହିଁ ଶରୀର ପାଇଁ ମଧ୍ୟ ଖୁବ୍‌ ହିତକର ହୋଇଥାଏ ଦୋସା, ଜାଣନ୍ତୁ ଖାଇବାର ଫାଇଦା

ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରାୟ ସବୁ ଲୋକଙ୍କୁ ପସନ୍ଦ ଆସିଥାଏ। ଏହି ଫୁଡ୍‌ରେ ଅନେକ ପ୍ରକାରର ଜିନିଷ ପଡ଼ିଥାଏ, ଯାହା ଶରୀର ପାଇଁ ମଧ୍ୟ ବେଶ୍‌ ଦରକାରୀ ହୋଇଥାଏ। ସାଉଥ୍‌ ଇଣ୍ଡିଆ ଫୁଡ୍‌ ମଧ୍ୟରେ ଇଡ୍‌ଲି, ଚକୁଳି, ସମ୍ବର, ଦୋସା, ବରା ଆଦି ରହିଛି। ତେବେ ସବୁ ଖାଦ୍ୟ ଅପେକ୍ଷା ଦୋସା ଖାଇବାକୁ…