Browsing Tag

DOT fest closing

ସରିଲା ଡଟ୍‌ ଫେଷ୍ଟ , ଶେଷ ଦିନରେ ଧମାଲ୍‌ ମଚେଇଲେ ବଲିଉଡ୍‌ ସିଙ୍ଗର ଶଙ୍କର-ଏହସାନ୍‌-ଲଏ

ଭୁବନେଶ୍ୱର(କେନ୍ୟୁଜ୍) : ସରିଲା ଭୁବନେଶ୍ୱର ଡଟ୍‌ ଫେଷ୍ଟ । ଶେଷ ସନ୍ଧ୍ୟାରେ ଧମାଲ ମଚେଇଲେ ବଲିଉଡ୍‌ ସଙ୍ଗୀତଜ୍ଞ ଯୋଡ଼ି ଶଙ୍କର-ଏହସାନ୍‌-ଲୟ । ଶଙ୍କର ମହାଦେବନ୍‌ଙ୍କ ଗୋଟିଏ ପରେ ଗୋଟିଏ ଜବରଦସ୍ତ ହିଟ୍‌ରେ ଲୋକଙ୍କୁ ଆନମନା କରାଇଥିଲେ । ଶୀତୁଆ ସନ୍ଧ୍ୟାରେ ଉଷୁମ ହୋଇଥିଲା ଭୁବନେଶ୍ୱର…