Browsing Tag

double murder

ବହୁ ଚର୍ଚ୍ଚିତ ଦିଗପହଣ୍ଡି ପାଳଝଡି ଡବଲ ମର୍ଡର ଘଟଣା: ୯ ଜଣଙ୍କୁ ଗିରଫ କଲା ପୋଲିସ୍

ବ୍ରହ୍ମପୁର(କେନ୍ୟୁଜ): ବହୁ ଚର୍ଚ୍ଚିତ ଦିଗପହଣ୍ଡି ଥାନା ପାଳଝଡି ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡ ପାଇଁ ୫୦ ହଜାର ଟଙ୍କା ସୁପାରି ଦେଇଥିଲା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ଼ । ୩ ଅଭିଯୁକ୍ତଙ୍କୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଏହି ୪…

ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିବା ପୂର୍ବରୁ ବିଜୟ ଲେଖିଥିବା ଚିଠି ଏବେ ପୋଲିସ୍ ହାତରେ, ଏମିତି କିଛି ଲେଖିଛି ଅଭିଯୁକ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡବଲ ମର୍ଡର ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ବିଜୟ ସେଠୀ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୋଲିସ। ହତ୍ୟା ଘଟଣା ନେଇ ବିଜୟକୁ ପଚରାଉଚରା କରାଯିବ। ଏପଟେ ପୋଲିସ ହାତରେ ହତ୍ୟା ପୂର୍ବରୁ ଲେଖିଥିବା ବିଜୟର ଚିଠି। ସ୍ତ୍ରୀ…

ରାଜଧାନୀ ଡବଲ ମର୍ଡର ଘଟଣା: ହତ୍ୟା ପରେ ପଶ୍ଚାତାପ କରିଥିଲା ଅଭିଯୁକ୍ତ; ମୃତଦେହକୁ ଖାଇବାକୁ ଦେଉଥିଲା ଖାଦ୍ୟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତର ବିସ୍ଫୋରକ ବୟାନ୍‌। ହତ୍ୟା କରିବା ପରେ ସ୍ତ୍ରୀ ଓ ଶାଳୀଙ୍କ ମୃତଦେହ ସହ କଥା ହେଉଥିଲା ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀ । ପଶ୍ଚାତାପ କରିବା ସହ ସ୍ତ୍ରୀଙ୍କୁ ବ୍ରେଡ୍‌ ଭଲ ଲାଗୁଥିବାରୁ ମୁଣ୍ଡ ପାଖରେ ପାଣି ବୋତଲ ରଖି…

ମୃତ୍ୟୁର ୧୦ ମାସ ପରେ ଦୁଇ ଭଉଣୀଙ୍କ ଆତ୍ମାକୁ ମିଳିଲା ନ୍ୟାୟ… ଦୁଷ୍କର୍ମ କରି ହତ୍ୟା କରିଥିବା ୩ ଦୋଷୀଙ୍କୁ ତ୍ୱରିତ…

ଆସାମର କୋକରାଝର୍‌ ଜିଲ୍ଲା ସେସନ୍ସ କୋର୍ଟ ୩ ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଖବର ରହିଛି କି, ୨୦୨୧ ଜୁନ୍‌ ୧୧ରେ କୋକରାଝର୍‌ରେ ଦୁଇ ଭଉଣୀଙ୍କ ସହିତ ଦୁଷ୍କର୍ମ ପରେ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଘଟଣା ପରେ ପୋକ୍ସୋ ଆକ୍ଟ ଅଧୀନରେ ୩ ଅଭିଯୁକ୍ତ ଯୁବକଙ୍କ ନାଁରେ…

ବଲାଙ୍ଗିରରେ ଡବଲ ମର୍ଡର ; ଶାଶୁ ବୋହୁଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ଡବଲ ମଡ଼ର୍ର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୂଆପଡା ରେ ଡବଲ ମର୍ଡର ହୋଇଛି । ଶାଶୁ ବୋହୁଙ୍କୁ ହତ୍ୟା କରି ଫେରାର ମାରିଲେ ଅଭିଯୁକ୍ତ । କିଏ ଓ କାହିଁକି ହତ୍ୟା କଲା କାରଣ ଖୋଜୁଛି ପୋଲିସ ।

ଭୁବନେଶ୍ୱର କଳିଙ୍ଗନଗରରେ ମା ଓ ଝିଅଙ୍କୁ ହତ୍ୟା ଘଟଣା: ଆର୍ଥିକ ସମସ୍ୟା ଥିଲା ମୂଳ କାରଣ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୋଟିଏ ପରେ ଗୋଟିଏ ଅପରାଧ ଘଟି ଚାଲିଛି ରାଜଧାନୀ ଭୁବନେଶ୍ୱରରେ । ଏଇ କିଛି ସମୟ ପୂର୍ବରୁ ଖବର ଆସିଛି ଡବଲ୍‌ ମର୍ଡର୍‌ର । କଳିଙ୍ଗ ନଗରର ଗୋଟିଏ ଘରେ ମା, ଝିଅଙ୍କର ମୃତଦେହ ପଡ଼ି ରହିଛି । ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।…

ଜୁଆ ଖେଳିବାକୁ ପଇସା ଦେଲେନି ବୋଲି ବାପା, ମାଆଙ୍କୁ ମୃତ୍ୟୁ ନିଦରେ ଶୁଆଇ ଦେଲା ପୁଅ, ଏହାପରେ ସବୁତକ ପଇସା ନେଇ…

ଲଣ୍ଡନରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ପୁଅ ନିଜ ବାପା, ମାଆଙ୍କୁ ଅତି ନିର୍ମମ ଭାବେ ବ୍ୟାଟରେ ପିଟି ପିଟି ହତ୍ୟା କରିଛି। ତେବେ ହତ୍ୟାର କାରଣ ଏହା ଯେ ବାପା, ମାଆ ପୁଅକୁ ଜୁଆ ଖେଳିବାକୁ ପଇସା ଦେଉ ନ ଥିଲେ, ଯାହାକୁ ନେଇ ପୁଅ ରାଗି ଯାଇଥିଲା ଏବଂ କ୍ରୋଧରେ ଏଭଳି ନାରକୀୟ…

ଗଞ୍ଜାମ ଜଗନ୍ନାଥପ୍ରସାଦ ଡବଲ ମର୍ଡର ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଡବଲ ମର୍ଡର ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଜଗନ୍ନାଥପ୍ରସାଦ ଥାନା ପୋଲିସ । ଗତ ୨୩ ତାରିଖ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ଥିଲେ ଅଭିୟୁକ୍ତ । ଜଗନ୍ନାଥପ୍ରସାଦ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ…

ଗଞ୍ଜାମ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମର ଶରୀର ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

ଭଞ୍ଜନଗର(କେନ୍ୟୁଜ୍):  କାଜୁ ଜଙ୍ଗଲରେ ଡବଲ୍‌ ମଡର୍ର । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ୭୦ ବର୍ଷ ବୟସ୍କ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ…

ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣା: ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କାବୁଆର ଦୁର୍ଘଟଣାରେ ମୃତ୍ୟୁ

ମାହାଙ୍ଗା : ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ । ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ ପ୍ରଫୁଲ୍ଲ ବିଶ୍ୱାଳର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମର୍ଡର ପରଠୁ ଅଭିଯୁକ୍ତ ପ୍ରଫୁଲ ଫେରାର ଥିଲା । ସୂଚନା ମୁତାବକ, ଗତକାଲି ରାତିରେ ଟାଙ୍ଗୀ ନିକଟରେ…

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦାଦାପୁଅ ଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଲୁଟପାଟ କରି…

ଗ୍ରେଟର ନୋଏଡା: ବିଟା ଟୁ ଥାନା ଅନ୍ତର୍ଗତ ଅଲ୍‌ଫା ଟୁ ସେକ୍ଟରରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ବୀଭତ୍ସ ହତ୍ୟା କରିଛନ୍ତି। ଏହାପରେ ସେମାନେ ନିର୍ଭୟରେ ଘର ଭିତରେ ମନଇଚ୍ଛା ଲୁଟପାଟ କରିଛନ୍ତି। ମୃତ ଦମ୍ପତି ହେଉଛନ୍ତି ନରେନ୍ଦ୍ର ନାଥ(୭୨) ଓ ତାଙ୍କ ସ୍ତ୍ରୀ ସୁମନ…

‘କଳିଯୁଗ’ ସରିଲା, ‘ସତ୍ୟଯୁଗ’ ଆରମ୍ଭ, ଏହା କହି ପ୍ରିନ୍ସିପାଲ୍‌ ଦମ୍ପତି ଦୁଇ ଯବାନ୍‌ ଝିଅଙ୍କୁ ଜୀବନରୁ ମାରିଦେଲେ,…

ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସ ଚକ୍କରରେ ପଡ଼ି ମାଆ, ବାପା ନିଜ ଦୁଇ ଝିଅଙ୍କୁ ହିଁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ରବିବାର ରାତିରେ ମଦନାପଲ୍ଲେ ଅଞ୍ଚଳରେ ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତ ମାଆ, ବାପା ଦୁଇଜଣ…