Browsing Tag

doubtful death

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ସହ ମୃତକଙ୍କ ପରିବାରକୁ ସହାୟତା ଦାବି

ବେଙ୍ଗାଲୁରୁ (କେ ନ୍ୟୁଜ୍‌): ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ଜଣକ ଭଦ୍ରକ ଜିଲ୍ଲା ଜମ୍ମୁଝଡ଼ି ଅଞ୍ଚଳର ଯଶୋବନ୍ତ ଦାସ ବୋଲି ଜଣାପଡ଼ିଛି। ବେଙ୍ଗାଳୁରୁର ମଗାଡ଼ି ରୋଡରେ ଥିବା ଏକ ଗ୍ରାନାଇଟ କଂପାନୀରେ ସେ କାର୍ଯ୍ୟ କରୁଥିଲେ। ନିମ୍‌ସ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ…