Browsing Tag

download instagram reels

Instagram Reels କୁ ଚୁଟ୍‌କିରେ କରିପାରିବେ ଡାଉନ୍‌ଲୋଡ୍‌, ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଫଟୋ ଓ ଭିଡିଓ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ୟଜର୍ସଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଖାସ୍‌ କରି ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ୟୁଜର୍ସଙ୍କ ପାଇଁ Instagram Reels ଏକ ଭଲ ବିକଳ୍ପ ହୋଇଛି। ଏଠାରେ ୟୁଜର୍ସ…