Browsing Tag

dowry case

ପୁଣି ଯୌତୁକ ଜୁଇରେ ବଧୂ : ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ

ନରସିଂହପୁର(କେନ୍ୟୁଜ୍): ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର  ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ…

କଟକରେ ପୁଣି ଯୌତୁକ ନିର୍ଯାତନାର ଅଭିଯୋଗ: ବାହାଘରର ମାତ୍ର ୧୦ଦିନରେ ଆଇସିୟୁରେ ମରଣ ସହ ସଂଘର୍ଷ କରୁଛି ନବବଧୂ

କଟକ(କେନ୍ୟୁଜ୍): କଟକରେ ପୁଣି ଏକ ଯୌତୁକ ନିର୍ଯାତନାର ଅଭିଯୋଗ। ହାତରୁ ମେହେନ୍ଦୀ ପାଦରୁ ଅଳତା ଲିଭିନି, ହେଲେ ଝିଅ ଆଜି ମରଣ ସହ ସଂଘର୍ଷ କରୁଛି କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ। ବାହାଘରର ମାତ୍ର ୧୦ଦିନ ପରେ ଶାଶୁଘର ଲୋକଙ୍କ ଠାରୁ ଯୌତୁକ ନିର୍ଯାତନାର ଶିକାର ହେଇଛନ୍ତି ବୋଲି ଅଭିଯୋଗ…

ଯୌତୁକରେ ବୁଲେଟ ନମିଳିବାରୁ ବିବାହ ମଣ୍ଡପରେ କନ୍ୟାକୁ ଛାଡି ଚାଲିଗଲା ବର, ଏବେ ଖୋଜୁଛନ୍ତି ପରିବାର ଲୋକେ

ସମସ୍ତଙ୍କ ଜୀବନରେ ବିବାହ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଲୋକମାନେ ଏହା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତି । ଅନେକ ସ୍ଥାନରେ ଏବେବି ଯୌତୁକ ପ୍ରଥା ରହିଛି । ଅନେକ ସାମାଜିକ ସଂଗଠନ ଯୌତୁକ ପ୍ରଣାଳୀ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ଉତ୍ତରପ୍ରଦେଶର କାନପୁରରୁ ଯୌତୁକ…

କେନ୍ଦ୍ରାପଡା ଓସ୍ତପୁରୁ ଗାଁରେ ଅଭାବନୀୟ ଘଟଣା: ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା !

କେନ୍ଦ୍ରାପଡା(କେନ୍ୟୁଜ୍): ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଓସ୍ତପୁରୁ ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ପ୍ରଜ୍ଞାଶ୍ରୀ ସାମଲ । ଶାଶୁ ଘର ଲୋକ ଓ ସମ୍ପର୍କୀୟ କୌଣସି ଉପାୟରେ ଝିଅକୁ ମାରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ…

ହାତଗଣ୍ଠି ପାଇଁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିବାରୁ ବରକୁ ନିର୍ଦ୍ଧୁମ୍‌ ଛେଚିଲେ କନ୍ୟା ପକ୍ଷ, ଭାଇରାଲ ହେଉଛି ଭିଡିଓ

ସରକାର ଯୌତୁକ ପ୍ରଥାକୁ ବିରୋଧ କରି ଅନେକ ନିୟମ ପ୍ରଣୟନ କରୁଥିଲେ ବି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଲୋକମାନେ ସେଇ ପୁରୁଣା ପ୍ରଥାକୁ ଜାବୁଡ଼ି ଧରି କନ୍ୟା ଘର ଲୋକଙ୍କୁ ହଇରାଣ କରୁଛନ୍ତି। ତେବେ ଏହି ଯୌତୁକ ମାଗିବା ଏବେ ଏକ ବରକୁ ଭାରି ପଡ଼ିଛି। ବାହାଘର ପୂର୍ବରୁ ଝିଅ ଘର…

କରୋନାରେ ଯୌତୁକ ପାଇଁ ଦିଆଗଲା ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ଜିନିଷ, ଖବର ହେଲା ଭାଇରାଲ

ଉତ୍ତରପ୍ରଦେଶ ଶାମଲୀରେ କ୍ୟୁରେଶୀ ସମାଜରେ ହୋଇଥିବା ବିବାହ ଏବେ ରହିଛି ଖୁବ ଚର୍ଚ୍ଚାରେ । ବିବାହରେ ମିଳିଥିବା ଯୌତୁକର ଭିଡିଓ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଲେ ଏହି ବ୍ୟକ୍ତି ଜଣକ । ଏହି ଭିଡିଓରେ ଖୁଲମ ଖୁଲା ଭାବେ ଯୌତୁକରେ କେତେ ଅର୍ଥାରାଶି ଆଦି ଜିନିଷ ମିଳିଲା ସେ ସମ୍ପର୍କରେ…

୧୦ ଦିନର ନବବଧୂଙ୍କୁ ଯୌତୁକ ନିର୍ଯାତନା ସହିତ କରୋନା କହି ହଇରାଣ କଲେ ଶାଶୁଘର ଲୋକେ

ନବବଧୂଙ୍କ ଉପରେ ଯୌତୁକ ସହ କରୋନା ନିର୍ଯାତନା । ଅଲଗା ଖାଇବାକୁ ଦେଲେ, ଅଲଗା ଶୋଇବାକୁ ଦେଲେ ଶାଶୂଘର ଲୋକେ । ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଗତ ୨ ତାରିଖରେ ଉମରକୋଟର ଜୟନ୍ତ ଭକିଲଙ୍କ ବିବାହ ହୋଇଥିଲା । ବାହାଘର ସମୟରେ କନ୍ୟା ବାପାଘର ଲୋକେ ବିଭିନ୍ନ ଆସବାପତ୍ର ସହ ନଗଦ…

ଯାଜପୁର ଟାଉନ : ପୁଣି ଯୌତୁକ ଜୁଇରେ ଜଳିଲା ବଧୂ, ଶାଶୁ ଘରୁ ବୋହୂର ଝୁଲନ୍ତା ଶବ ଉଦ୍ଧାର

ଯାଜପୁର ଟାଉନ (କେନ୍ୟୁଜ୍) : ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ଏରବାଙ୍କ ଗାଁ ରୁ ଆସିଛି ଏଭଳି ଅଭିଯୋଗ । ଗାଁର ମନୋଜ ନାୟକଙ୍କ ପତ୍ନୀ ମିନତୀଙ୍କ ଝୁଲନ୍ତା ଶବ ନିଜ ଶାଶୁ ଘରୁ ଉଦ୍ଧାର ହୋଇଛି । ତାଙ୍କୁ ଯୌତୁକ ପାଇଁ ପୂର୍ବରୁ ନିର୍ଯାତନା ଦିଆଯାଉଥିବା…

ଯୌତୁକ ନିର୍ଯ୍ୟାତନା ଅଭିଯୋଗକୁ ଦେଲେ ନାହିଁ ଗୁରୁତ୍ୱ, ତାଳଚେର କୋଲିଏରି ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର…

ତାଳଚେର(କେନ୍ୟୁଜ୍): ତାଳଚେର କୋଲିଏରି ଥାନା ସବ ଇନ୍ସପେକ୍ଟର ସୁମିତ୍ରା ପାତ୍ର ନିଲମ୍ବିତ । ଯୌତୁକ ନିର୍ଯ୍ୟାତନା ଜନିତ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗରେ ସସପେଣ୍ଡ । ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗର ତଦନ୍ତକାରୀ ଅଫିସର ଥିଲେ ସୁମିତ୍ରା । ଅଭିଯୋଗର ୧୧ ଦିନ ପରେ ପୀଡିତା…