Browsing Tag

dowry murder

ପୁଣି ଯୌତୁକ ପାଇଁ ନବବଧୂକୁ ହତ୍ୟା ! ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ନେଇ ଥାନାରେ ଏତଲା

ବାଲେଶ୍ବର(କେନ୍ୟୁଜ): ଯୌତୁକ ପାଇଁ ନବବଧୂକୁ ହତ୍ୟା । ବାଲେଶ୍ବରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ହତ୍ୟା ଘଟଣରେ ସ୍ୱାମୀ, ଶ୍ଵଶୁର, ଶାଶୁ ଓ ଦେଢ଼ଶୁରଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାର ଲୋକେ । ଘଟଣା ଅନୁସାରେ ଗତ ୨୦୨୧ ଜୁନ୍‌ ୬ ତାରିଖରେ ସିଂଲା…

ଫୋନ ଆସିଲା ତୁମ ଝିଅ ମରିଯାଇଛି ଜଲଦି ଆସ, କିନ୍ତୁ ୧୫ ମିନିଟ୍‌ ତଳେ ଝିଅ ସହ କଥା ହୋଇଥିଲେ ମାଆ

ତାଳଚେର (କେନ୍ୟୁଜ) : ଗୋଟେ ପୁଅ ଦେଖି ବାହା ଦେଇଥିଲି ମୋ ଝିଅକୁ ମାରିଦେଲେ। ଛାତି ଫଟେଇ ବାଡେଇ ପିଟି ହୋଇ କାନ୍ଦୁଛି ମାଆ। ମୋ ଝିଅକୁ ମାରିଦେଲେ ମୋ ଧନକୁ ମାରିଦେଲେ। ଫୋନକୁ ଆସିଲା ଏକ ଅଜଣା କଲ ଫୋନ କରିଥିବା ଲୋକର କଥା ଶୁଣି ମା ଗୋଡ଼ ତଳୁ ମାଟି ଖସିଗଲା । ତୁମ ଝିଅ ମରିଯାଇଛି ଜଲଦି ଆସ।…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ଆନନ୍ଦପୁର : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଯୌତୁକ ପାଇଁ ଝଗଡା ହେବାରୁ ମାସେ ହେବ ଝିଅ ବାପଘରକୁ ଚାଲିଯାଇଥିଲା । ହେଲେ ୪ ଦିନ ତଳେ ଭଦ୍ରଲୋକଙ୍କ ଉପସ୍ଥିତରେ ଝିଅକୁ ଶାଶୁଘରେ ଛାଡି ଯାଇଥିଲେ ବାପଘର ଲୋକେ । ଆଉ ରାତିରେ ମିଳିଛି ଝିଅର ଝୁଲନ୍ତା ମୃତଦେହ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ…

ଖୋର୍ଦ୍ଧା: ପୁଣି ବଧୂ ହତ୍ୟା, ଯୌତୁକ ଲୋଭରେ ପିଟି ପିଟି ମାରିଦେଲେ

ଟାଙ୍ଗୀ (କେନ୍ୟୁଜ୍): ପୁଣି ବଧୂ ହତ୍ୟା ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝାନ୍ସି ପାଟଣା ଗ୍ରାମ। ଯୌତୁକ ରାକ୍ଷାସ କବଳରେ ବଳି ପଡ଼ିଛି ଜଣେ ବିବାହିତା ମହିଳା। ଶାଶୁ ଘର ଲୋକେ ସାମାନ୍ୟ କିଛି ଟଙ୍କା ଲୋଭରେ ବୋହୂକୁ ନିର୍ଦ୍ଧୟ ଭାବେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।…

ବନ୍ଦ କୋଠରୀରୁ ମିଳିଲା ନବବଧୂର ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ତିନି ମାସର ନବ ବଧୂକୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଅଞ୍ଚଳରେ। ତଳବଣିଆ ନୂଆସାହିର ଶୁଭସ୍ମିତା ମହାନ୍ତି ଦୀର୍ଘଦିନ ଧରି ସନ୍ତୋଷ ବେହେରାଙ୍କୁ ଭଲ ପାଉଥିଲେ। ଗତ ତିନି ମାସ ତଳେ ଉଭୟଙ୍କ ବିବାହ ହୋଇଥିଲା। ଗତ କାଲି ଶୁଭସ୍ମିତାଙ୍କ ନମ୍ବରରୁ ତାଙ୍କ ସ୍ବାମୀ…

ମାହାଙ୍ଗା: ପୁଣି ଏକ ଯୌତୁକ ଜୁଇରେ ନବବଧୂ, ଶାଶୁଘର ବିରୋଧରେ ଆସିଲା ନିର୍ଯାତନା ଅଭିଯୋଗ

କଟକ: ଦୁନିଆ ଯେତିକି ଯେତିକି ଅଧୁନିକତାର ରାସ୍ତାରେ ଗତି କରୁଛି ସେତିକି ଯୌତୁକ ନିର୍ଯାତନାଜନୀତ ଘଟଣା ମୁଣ୍ଡ ଟେକି ଛିଡା ହେଉଛି। ଧାର ଉଦ୍ଧାର କରି ଝିଅ ବାହା କରୁଥିବା ବାପାଟିଏ ମର୍ମାହାତ ହୋଇପଡେ ଯେତେବେଳେ ଝିଅର ଶଶୁଘର ଲୋକେ ତାଙ୍କଠାର ଅତ୍ୟଧିକ ଟଙ୍କା ଓ ଆସବାବପତ୍ର ଡିମାଣ୍ଡ…

ବିଞ୍ଝାରପୁର : ନବବଧୂକୁ ଗଳା କାଟି ହତ୍ୟା ଅଭିଯୋଗ

ଯାଜପୁର ଟାଉନ : ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁ ରେ ବଧୂ ହତ୍ୟା ଅଭିଯୋଗ।ଶାଶୁ ଘର ଲୋକେ ହତ୍ୟାକରିଥିବା ବାପ ଘର ପକ୍ଷରୁ ଅଭିଯୋଗ। ମୃତକ ହେଲେ ଦିଗମ୍ବର ଦଳେଇଙ୍କ ସ୍ତ୍ରୀ ଗୀତାରାଣୀ । ଗୀତାରାଣୀ ଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ…