Browsing Tag

dr achyut samant

ଅଲ୍ଟିମେଟ୍ ଖୋ ଖୋ ଚାମ୍ପିଅନ୍‌ ଓଡ଼ିଶା ଜଗରନଟ୍ସ ଦଳ ସଦସ୍ୟ କିସ୍‌ ଛାତ୍ର ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଅଲ୍ଟିମେଟ୍ ଖୋ ଖୋ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଥିବା ଓଡ଼ିଶା ଜଗରନଟ୍ସ ଦଳକୁ ସବୁ ଜାଗାରେ ଏବେ ପ୍ରଶଂସା ମିଳୁଛି । ଏହି ପ୍ରଥମ ସିଜିନ୍‌ରେ ବିଜେତା ଦଳକୁ ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହି ଭାବରେ ବିଭିନ୍ନ ଖେଳାଳିଙ୍କୁ…

ଜାତୀୟ ଖେଳ ଦିବସରେ କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ବୋଧହୁଏ ଏମିତିକା ଖେଳାଳି କ୍ରୀଡ଼ା ଇତିହାସରେ ଜନ୍ମ ନେଇ ନାହାନ୍ତି । ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦ । ଯାହାଙ୍କ ଅବଦାନକୁ ସମ୍ମାନ ଦେଇ ଦେଶରେ ପାଳନ କରାଯାଉଛି ଜାତୀୟ କ୍ରୀଡ଼ା ଦିବସ । ତାଙ୍କ ଜନ୍ମ ଦିନ ଅଗଷ୍ଟ ୨୯…

ଏଫ୍‌ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ଡ. ଅଚ୍ୟୁତ ସାମନ୍ତ, ଭାରତରେ ଭଲିବଲ୍‌ର ବିକାଶ ନେଇ ଆଲୋଚନା

କେନ୍ୟୁଜ(ବ୍ୟୁରୋ): ଫିଲିପାଇନ୍ସର ମନିଲାଠାରେ ଫେଡେରେସନ୍‌ ଇଣ୍ଟରନ୍ୟାସନାଲ୍‌ ଭଲିବଲ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଛି । FIVBର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‌ ସଂଘର…

ଉଦ୍‌ଯାପିତ ହେଲା ୪୩ତମ ବୈଶାଖୀ ମହୋତ୍ସବ, ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ବର(କେନ୍ୟୁଜ୍): ୪୩ତମ ବୈଶାଖୀ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । ଏପ୍ରିଲ୍‌ ୧୫ରୁ ଚିନ୍ତା ଓ ଚେତନା ପକ୍ଷରୁ ଜୟଦେବ ଭବନରେ ବୈଶାଖୀ ମହୋତ୍ସବ ଚାଲିଥିଲା । ଆଜି ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦୈନିକ…

ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଦିନିକିଆ ଆଲୋଚନାଚକ୍ର, ବିଷୟବସ୍ତୁ ଥିଲା “ଚିରନ୍ତନ…

ଭୁବନେଶ୍ବର(କେନ୍ୟୁଜ୍):ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା "ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା"। କାର୍ଯ୍ୟକ୍ରମରେ ସଭାପତି ଅଭିଭାଷଣ ପ୍ରଦାନ…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ସାମନ୍ତଙ୍କ ସହାୟତାରେ ସୁସ୍ଥ ହୋଇ ଫେରିଲେ ପିଙ୍କି, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏସସିବିରେ…

କଟକ(କେନ୍ୟୁଜ): ସୁସ୍ଥ ହୋଇ ଘରକୁ ଫେରିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗାଁର ପିଙ୍କି ମଲ୍ଲିକ। ପାଖାପାଖି ମାସକ ତଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। କନ୍ଧମାଳ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ବାଲିଗୁଡା NACର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ…

କନ୍ଧମାଳ(କେନ୍ୟୁଜ୍): ପୌର ନିର୍ବାଚନ ନେଇ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଚାର । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ୍ୟ ପାର୍ଥି ଗୋବିନ୍ଦ ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ…

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର। ଫୁଲବାଣୀ ବ୍ଲକ ୧୪ନଂ ଜୋନ ଜିଲ୍ଲା ପରିଷଦର ଦଡକୀ ଗାଁ ଠାରେ ଭୋଟ ପ୍ରଚାରରେ ଯାଇ କର୍ମୀ ସମିଳନୀରେ ଯୋଗଦେଇଥିଲେ ସାଂସଦ ଡ. ସାମନ୍ତ। ୧୪ନଂ ଜିଲ୍ଲ ପରିଷଦ ଜୋନ ପ୍ରାର୍ଥୀ ଚନ୍ଦ୍ରମା…

କିସ୍‌ରେ “ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍” କାର୍ଯ୍ୟକ୍ରମ, ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଫିଫା ଓ କିସ୍‍ର ମିଳିତ ସହଯୋଗରେ ଆସନ୍ତାକାଲି କିସ୍‌ରେ ଉଦ୍‍ଘାଟିତ ହେବାକୁ ଯାଉଛି ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ଉଦ୍‍ଘାଟନ କରିବେ। ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ…

ଲୋକସଭାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କପ୍ରଶ୍ନ, ୨୦୧୪ ପରଠାରୁ ଦେଶରେ କେତେ ସଂଖ୍ୟକ ଜବାହର ନବୋଦୟ ବିଦ୍ୟାଳୟ…

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ରୀୟ ବିଦ୍ୟାଳୟ KV ଓ ଜବାହର ନବୋଦୟ ବିଦ୍ୟାଳୟ,JNV ପ୍ରସଙ୍ଗ ଉଠାଇଥିଲେ। ଉଭୟଙ୍କ ଅଣତାରକା ପ୍ରଶ୍ନ ଥିଲା, ୨୦୧୪ ପରଠାରୁ ଦେଶରେ…

କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପ୍ରୟାସ ଆରମ୍ଭ କଲେ କନ୍ଧମାଳ ସାଂସଦ ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍):  କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଛନ୍ତି। ଇଣ୍ଟରନ୍ୟାସନାଲ ପଟାଟୋ ସେଣ୍ଟର (ସିଆଇପି) ସହଯୋଗରେ ଭୁବନେଶ୍ୱରଠାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ମହିଳା ସ୍ୱୟଂ ସହାୟକ…

ପୁଣି ଜଣେ ପ୍ରତିଭାଙ୍କ ବଦଳିବ ଭାଗ୍ୟ, ସାହାଯ୍ୟର ହାତ ବଢ଼ାଇଲେ ଡାଃ ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ଉଦୀୟମାନ ଖେଳାଳିଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଖେଳାଳିଙ୍କ ପୃଷ୍ଠପୋଷକ ସାଜିଥିବା ଡ.…