Browsing Tag

dr.achyuta samanta

ସଂସ୍କାରଧାମ ପ୍ରତିନିଧିମଣ୍ଡଳୀର କିଟ୍‌ ଓ କିସ୍‌ ପରିଦର୍ଶନ: ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ…

ଭୁବନେଶ୍ବର(କେନ୍ୟୁଜ୍): ସଂସ୍କାରଧାମ ପ୍ରତିନିଧିମଣ୍ଡଳୀର କିଟ୍‌ ଓ କିସ୍‌ ପରିଦର୍ଶନ । ଅମୃତ ଭାଇ ପଟେଲ୍‌, ଦିଲ୍ଲୀପ ଠାକର ଏବଂ ଲାଲଚାନ୍ଦ ସୋନୀଙ୍କ ସମେତ ଗୁଜରାଟ ସଂସ୍କାରଧାମର ଏକ ପ୍ରତିନିଧିମଣ୍ଡଳୀ କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‌ର ସମସ୍ତ କ୍ୟାମ୍ପସ ସହ କିସ୍‌ର…

ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବନ୍ୟା ପରିସ୍ଥତି ସମ୍ପର୍କରେ କଲେ ସମୀକ୍ଷା

ବୌଦ୍ଧ (କେନ୍ୟୁଜ୍): ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ହୋରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ନିର୍ମାଣଧିନ କିସ୍‌ କ୍ୟାମ୍ପସ ବୁଲି ଦେଖିଥିଲେ । ଏହାସହ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବନ୍ୟା…

କାମାକ୍ଷାନଗର ଦିବଙ୍ଗତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଆଜି ଏକାଦଶାହ ଦିବସ, ଡ. ଅଚ୍ୟୁତ ସାମନ୍ତ ପ୍ରଦାନ କଲେ…

ଅନୁଗୁଳ(କେନ୍ୟୁଜ୍): ଜନ୍ମ ଆଉ ମୃତ୍ୟୁ ଚିରନ୍ତନ। କିନ୍ତୁ ସ୍ୱଳ୍ପ ବୟସରେ ସମସ୍ତଙ୍କ ନିକଟତର ହୋଇ ଛାଡି ଚାଲିଯିବା ଏକ ଦୁଃଖଦାୟକ ଓ ହୃଦୟବିଦାରକ ଘଟଣା।ସମୟ ସ୍ରୋତରେ ଆମେ ସମସ୍ତେ ବନ୍ଧା । କଳିଙ୍ଗ ଟିଭି ଓ କେନ୍ୟୁଜର କାମାକ୍ଷାନଗର ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗ ସମସ୍ତଙ୍କୁ…

ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ କନ୍ଧମାଳର ୩ ବିଧାୟକ, ବିକାଶ ନେଇ ହେଲା ଆଲୋଚନା

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।…

ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ସ୍ୱତନ୍ତ୍ର ନୀତି କରନ୍ତୁ:…

ଦିଲ୍ଲୀ(କେନ୍ୟୁଜ୍): ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ୟୁକ୍ରେନରୁ ଫେରୁଛନ୍ତି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ତେଣୁ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି କରନ୍ତୁ । ଫଳରେ ସେମାନେ ଦେଶର ବିଭିନ୍ନ ସରକାରୀ ଓ…

ସରଗରମ ପଞ୍ଚାୟତ ରାଜନୀତି: ଚକାପାଦରେ କନ୍ଧମାଳ ସାଂସଦଙ୍କ ୬ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର

କେନ୍ୟୁଜ୍(ବ୍ୟୁରୋ):କନ୍ଧମାଳ ଜିଲ୍ଲା ଚକାପାଦରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନୀ ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସାଂସଦ ଡ. ସାମନ୍ତ ଚକାପାଦ ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି…

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଗାଁକୁ ଚାଲ ଅଭିଯାନ

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଗାଁକୁ ଚାଲ ଅଭିଯାନ । ପ୍ରଥମେ ଫୁଲବାଣୀର କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି କର୍ମକର୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ପଦଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ୧୮ଟି…

ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶପଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ:ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ…

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି କନ୍ଧମାଳ ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତ। ପ୍ରଥମେ ନୂଆଗାଁ ବ୍ଲକ ସୋରଡ଼ା ପଞ୍ଚାୟତର ନୂତନ ନିଜସ୍ୱ ବିଲ୍‌ଡିଂ ଉଦ୍‌ଘାଟନ କରିଥିଲେ। ୩୫ଲକ୍ଷ ଟଙ୍କା ବ୍ୟୟରେ ଏହି ବିଲ୍ଡିଙ୍ଗର…

ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖିଲେ ରେଳମନ୍ତ୍ରୀ, ଜାଣନ୍ତୁ କାହିଁକି ଆରମ୍ଭ ହୋଇପାରୁନାହିଁ ଜଳେଶର-ଦୀଘା ରେଳ ଲାଇନ୍‌…

କେନ୍ଯୁଜ୍: ପଶ୍ଚିମବଙ୍ଗ ସରକାର ଆବଶ୍ୟକ ଜମି ଅଧିଗ୍ରହଣ କରି ନ ଥିବାରୁ ଜଳେଶର- ଦୀଘା, ୪୧କି.ମିର ନୂଆ ରେଳ ଲାଇନ୍‌ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ବୁଧବାର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।…

ଯେତେ ପ୍ରଶଂସା କଲେ ବି କମ୍‌ ହେବ : କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସହଯୋଗ ପାଇଁ ଓସିଏ ପକ୍ଷରୁ କିିଟ କିସ୍‌…

କଟକ(କେ ନ୍ୟୁଜ): କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସହଯୋଗ ପାଇଁ କିିଟ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ। ଓଡ଼ିଶା ଅଲମ୍ପିକ ଆସୋସିଏସନର ନବ ନିର୍ବାଚିତ ସଦସ୍ୟମାନେ ଡ. ସାମନ୍ତଙ୍କୁ ସମ୍ମାନିତ କରିଛନ୍ତି । କଟକ ବାରବାଟୀ ଷ୍ଟାଡିୟମ ଅଲମ୍ପିକ ଆସୋସିଏସନ…

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (୧୭ ।୧୨): ବର୍ତ୍ତମାନ ସମୟରେ ଦିଲ୍ଲୀ ଗସ୍ତରେ ଥିବା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଗୁରୁବାର ସକାଳେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ନେଇ ଶ୍ରୀ ସାମନ୍ତ…

MDH ମସଲାର ପ୍ରତିଷ୍ଠାତା ପଦ୍ମଭୂଷଣ ସ୍ୱର୍ଗତ ଧର୍ମପାଳ ଗୁଲାଟିଙ୍କ ପରିବାରକୁ ସମବେଦନା ଜଣାଇଲେ କିଟ୍‌ ଓ କିସ୍‌…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି MDH ମସଲାର ପ୍ରତିଷ୍ଠାତା ତଥା ପଦ୍ମଭୂଷଣ ସ୍ୱର୍ଗତ ମହାଶୟ ଧର୍ମପାଳ ଗୁଲାଟିଙ୍କ ନୂଆଦିଲ୍ଲୀ ବାସଭବନରେ ପହଞ୍ଚିଛନ୍ତି । ସେଠରେ ପହଁଚି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ…