Browsing Tag

dr ambedkar

ବାବା ସାହେବ ଆମ୍ବେଦକରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭଙ୍ଗାରୁଜା, ପୋଲିସର ତଦନ୍ତ ଜାରି

ସମ୍ବିଧାନ ନିର୍ମାତା ଡାକ୍ତର ଭୀମରାୱ ଆମ୍ବେଦକରଙ୍କ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଦାଦର ସ୍ଥିତ ଘର-ରାଜଗୃହରେ ଅଜ୍ଞାତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ ଏହି ଘରେ ବାବା ସାହେବଙ୍କ ବଂଶଜ ପ୍ରକାଶ ଆମ୍ବେଦକର ଏବଂ ଆନନ୍ଦରାଜ ଆମ୍ବେଦକର ରହୁଥିବା ବେଳେ କିଛି ଲୋକ…