Browsing Tag

dr apj abdul kalam

‘ପୋଡ଼ା ରୁଟି କାହାକୁ କଷ୍ଟ ଦିଏ ନାହିଁ, କଷ୍ଟ ଦିଏ କଟୁ କଥା’

କଥାଟି ଗୋଟିଏ ଗପରୁ ଆରମ୍ଭ କରୁଛି । ଯାହା ଗପ କହିଲେ ଭୁଲ ହେବ । କାରଣ ଏହି ଘଟଣା ଘଟିଥିଲା ଆମର ପୂର୍ବତନ ସ୍ୱର୍ଗତ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ପିଲା ବେଳେ । ଯାହାକୁ ସେ ପରେ ଖୋଲି କରି କହିଥିଲେ । ଏକଥା ତ ସମସ୍ତଙ୍କୁ ଜଣା ଯେ ଅବଦୁଲ କଲାମଙ୍କ ଜୀବନୀ କେତେ ପ୍ରେରଣାଦାୟୀ ଓ…