Browsing Tag

dr.nityananda satapathy

ଓଡ଼ିଆ ସାହିତ୍ଯିକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

କେନ୍ଯୁଜ୍: ଓଡିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଭାଷା ମୁକ୍ତି ଯୋଦ୍ଧା ପ୍ରଧ୍ୟାପକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ । ୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ତିର୍ତ୍ତୋଲ ବ୍ଲକ ଗରେଇ ଶାସନଠାରେ ସେ…