Browsing Tag

dr seema rao

ସୁପରୱିମେନ ସୀମା, ଦେଶର ଯବାନଙ୍କୁ ଟ୍ରେନିଙ୍ଗ୍ ଦେଉଥିବା ଭାରତର ଜଣେ ମାତ୍ର ମହିଳା କମାଣ୍ଡୋ ଟ୍ରେନର୍

ବର୍ତ୍ତମାନ ସମୟରେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ନିଜର ପରିଚୟ ତିଆରି କରିନଥିବେ । କହିବା ଭୁଲ୍ ହେବନି ଯେ ସବୁକ୍ଷେତ୍ରରେ ପୁରୁଷଙ୍କୁ କଡା ଟକ୍କର ଦେଉଛନ୍ତି ଆଜିର ନାରୀ । ତେଣିକି ତାହା ବ୍ୟବସାୟ ହେଉ ଆର୍ମି । ଆଜ୍ଞା ହଁ ଦେଶକୁ ସୁରକ୍ଷା ଦେବାରେ ଆଜିର ମହିଳା ମଧ୍ୟ…