Browsing Tag

driving licence

ଏଠାରେ ମଦ ପିଇ ଗାଡି ଚଲାଇଲେ ଦେବାକୁ ପଡିପାରେ ୨.୪୦ ଲକ୍ଷର ଜରିମାନା, ନଚେତ ସବୁଦିନ ପାଇଁ ଡ୍ରାଇଭିଂ ମନା

ଭାରତ ହେଉ ଅବା ଅନ୍ୟ କୌଣସି ଦେଶ, ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ମଦ ପିଇ ଗାଡି ଚଳାଇବା ଠାରୁ ଆରମ୍ଭ କରି ଯାତାୟତକୁ ନେଇ ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ଲାଗିଥାଏ। ଏହି ଆଇନ ପରେ ମଧ୍ୟ ଭାରତରେ ବେଶ୍‌ କିଛି ପାର୍ଥକ୍ୟ ନଜର ଆସିନାହିଁ। କିନ୍ତୁ…

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ, ଏମିତି କଲେ ୨୫ହଜାର ଟଙ୍କା ଜରିମନା ସହ ଭୋଗିବେ ୩ ବର୍ଷର ଜେଲ ଦଣ୍ଡ

ଯାତାୟତ ନିୟମ ଅନୁସାରେ ମୋଟରବାହନ ଚଲାଇବା ପାଇଁ କେତେକ ନିୟମ ରହିଛି। ଯାହାକୁ ମାନି ଗାଡ଼ି ଚଲାଇଲେ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କିନ୍ତୁ ଯଦି ଆପଣ ଜାଣିକି ବି ଭୁଲ କରୁଛନ୍ତି , ନିୟମର ଅବମାନନା କରୁଛନ୍ତି ତେବେ ଟ୍ରାଫିକ ଦଣ୍ଡ ଭୋଗିବାକୁ ଆପଣ ବାଧ୍ୟ। ଯାତାୟତ…

ଏବେ ବିନା ଠିକଣା ପ୍ରମାଣ ପତ୍ରରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଅସମ୍ଭବ, ଜାଣନ୍ତୁ ନୁଆ ନିୟମ

ଡ୍ରାଇଭିଂ ଲାଇସେନ୍ସ ତିଆରି କୁ ନେଇ ଆସିଲା ବଡ଼ ଖବର। ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଏବେ ଆପଣ ମନମୁଖୀ ଯେକୌଣସି ସ୍ଥାନରେ ଡିଏଏ ତିଆରି କରିପାରିବେ ନାହିଁ।  ଯଦି ଆପଣ ବି ଡ୍ରାଇଭିଂ ଲାଇସେନ୍ସକୁ ତିଆରି କରିବାକୁ ଚାହୁଁଛନ୍ତି…

ପୁଣିଥରେ ମହିଳାଙ୍କ ପାଇଁ ନୂଆ ନିୟମ ଆଣିଲା ତାଲିବାନ୍‌, ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ଦେଲା କଡ଼ା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ୍‌ ଶାସନରେ ମହିଳାଙ୍କ ସ୍ଥିତି ଆଦୌ ଭଲ ନାହିଁ। ମହିଳାଙ୍କ ଉପରେ ପ୍ରଥମରୁ ହିଁ ଅନେକ ପ୍ରତିବନ୍ଧକ ରଖିଥିବା ତାଲିବାନ ଏବେ ଆଉ ଏକ ନିୟମ ଜାରି କରିଛି। ତାଲିବାନ୍‌ ଏବେ ଆଫଗାନିସ୍ତାନର ମହିଳାଙ୍କ ଲାଗି ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ଉପରେ ରୋକ୍‌ ଲଗାଇଛି।…

ଲାଇସେନ୍ସକୁ ନେଇ ଆସିଲା ବଡ ଖବର, ପରିବହନ ବିଭାଗ ନେଲା ବଡ ନିଷ୍ପତ୍ତି

ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ମାର୍ଚ୍ଚ ୩୧ରେ ସମାପ୍ତ ହେଉଥିବା ଲର୍ନର ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତାକୁ ଦୁଇ ମାସ ବଢ଼ାଇ ୩୧ ମଇ, ୨୦୨୨ ପର୍ଯ୍ୟନ୍ତ କରିଦେଇଛି। ସେ କହିଛନ୍ତି ଲୋକଙ୍କ ପାଇଁ ନିଜ ଲର୍ନର ଲାଇସେନ୍ସ ରିନ୍ୟୁ କରିବାର ଏହା ଶେଷ ମଉକା। ଗେହଲଟ ଆଗକୁ ଟ୍ଵିଟ କରି…

ପାଖରେ ଡିଏଲ ଏବଂ ଆରସି ନଥିଲେ ବି ଟ୍ରାଫିକ ପୋଲିସ କାଟିବେନି ଆପଣଙ୍କର ଚାଲାଣ, ଜାଣନ୍ତୁ କଣ କରିବାକୁ ହେବ

ସାଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଧରି ବୁଲିବାକୁ ପଡିବନି କି ଡିଏଲ ନଥିଲେ ବି ଚାଲାଣ କଟିବାର ଚିନ୍ତା ରହିବନି। ଏମିତି କେମିତି ହେବ ବୋଲି ଭାବୁଛନ୍ତି କି? କଣ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିବାକୁ ଚାହୁଁଛନ୍ତି? ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସର ହାର୍ଡ କପି…

ନିୟମ ଭାଙ୍ଗିଲେ ଭରିବାକୁ ହେବ ଏତେ ହଜାର ଟଙ୍କା, ଜାଣନ୍ତୁ ଟ୍ରାଫିକର ନୂଆ ନିୟମ

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ଚଲାଇବାର ଅନେକ ନିୟମ ରହିଛି। ଯାହା ଆମ ସୁରକ୍ଷା ପାଇଁ ତିଆରି କରାଯାଇଛି। ଯଦି ସେହି ନିୟମକୁ କେହି ବି ଉଲଂଘନ କରନ୍ତି ତେବେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଜକୁ ବିପଦରେ ପକାନ୍ତି। ଏହାସହ ଅନ୍ୟମାନେ ମଧ୍ୟ ବିପଦରେ ପଡ଼ନ୍ତି। ତେଣୁ ସମସ୍ତଙ୍କୁ ସଡ଼କ ନିୟମ…

ଘରେ ବସି ଆପ୍ଲାଏ କରନ୍ତୁ ଡ୍ୟୁପ୍ଲିକେଟ RC ଫର୍ମ, ଜାଣନ୍ତୁ ସହଜ ଷ୍ଟେପ

ଏହା ସମସ୍ତଙ୍କୁ ଜଣା ଯେ ବିନା ଡ୍ରାଇଭିଂ ଲାଇସେନ୍ସରେ ଡ୍ରାଇଭ କଲେ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାସହ ଗାଡ଼ି ଚଲାଇବା ସମୟରେ ପାଖରେ ଜରୁରୀ ଡକ୍ୟୁମେଣ୍ଟସ ଥିବା ଆବଶ୍ୟକ। ଯେମିତିକି ଆରସି ମାନେ ରେଜିଷ୍ଟ୍ରେସନ…

ଆଉ ଆବଶ୍ୟକ ନାହିଁ ଡିଏଲ ଓ ଆରସି, ସରକାର ଆଣିଲେ ନୂଆ ନିୟମ

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଲା ନୂଆ କୋର୍ସ, ପ୍ରଥମେ ପାସ କରିବାକୁ ହେବ ଭିଡିଓ ଟ୍ୟୁଟୋରିଆଲ

ସଡ଼କ ସୁରକ୍ଷା ଜୀବନ ରକ୍ଷା। ଏହାକୁ ଆଧାର କରି ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ପ୍ରକିୟାକୁ ସରଳୀକରଣ କରିବା ସହ ଲୋକଙ୍କୁ ସଡ଼କ ସୁରକ୍ଷା ପାଇଁ ସଚେତନ କରିବା ଆରମ୍ଭ କରିସାରିଛି। ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ ଏବେ ମାସକ ଆଗରୁ ଆପଣଙ୍କୁ ଭିଡିଓ ଟ୍ୟୁଟୋରିଆଲ ଦେଖିବାକୁ ପଡିବ।…

୮ ମାସ ପରେ ପୁଣି ଆରମ୍ଭ ହେବ ଲର୍ନର ଲାଇସେନ୍ସ ଟେଷ୍ଟ: କରୋନା ଲକ୍ଷଣ ଥିବା ଆବେଦନକାରୀଙ୍କୁ ମିଳିବନି ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ୮ ମାସ ପରେ ପୁଣି ଆରମ୍ଭ ହେବ ଏଲ୍‌ଏଲ୍‌ ବା ଲର୍ନର ଲାଇସେନ୍ସ ଟେଷ୍ଟ । ପୁଣି ଥରେ ସ୍ଲଟ ବୁକିଂ ଓ ଟେଷ୍ଟ ଆରମ୍ଭ ହେଉଛି । ୧୨ ତାରିଖଠାରୁ ସ୍ଲଟ ବୁକିଂ ହେବାକୁ ଯାଉଥିବା ବେଳେ ୧୬ ତାରିଖରୁ ଲର୍ନର ଲାଇସେନ୍ସ ଟେଷ୍ଟ ଆରମ୍ଭ ହେବ । ୧୨ ତାରିଖ ଦିନ ୧୧ଟା ପରଠାରୁ…