Browsing Tag

elephant attack

ଜଙ୍ଗଲ ଭିତରେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଢେଙ୍କାନାଳ (କେନ୍ୟୁଜ୍): ଜଙ୍ଗଲ ଭିତରେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ ଘର ନିକଟରେ ଥିବା ବେଳେ ଗୋଟିଏ ଦନ୍ତା ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ଆକ୍ରମଣ କରିଥିଲା । ଆକ୍ରମଣରେ କାଜଲ ସିଂ ହାଁସଦା…

ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା

ବାରିପଦା(କେନ୍ୟୁଜ୍): ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ । ତେବେ ନିଜ…

ଆଠଗଡ଼: ପରିବା ତୋଳିବାକୁ ଯାଉଥିବାବେଳେ ଦଳିଦେଲା ଦନ୍ତା, ମହିଳା ମୃତ

ଆଠଗଡ଼(କେନ୍ୟୁଜ୍): ଦଳିଦେଲା ଦନ୍ତା। ଆଠଗଡ଼ ତିଗିରିଆ ବନାଞ୍ଚଳ ଅଚଳକୋଟ ଅରାତଇଲା ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ନୀଆସା ରାଉତ। ଆଜି ସକାଳେ ପରିବା ତୋଳିବାକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ। ତିଗିରିଆ ବନାଞ୍ଚଳରେ ଏକ ୮ ଟିକିିଆ ହାତୀ ପଲ…

ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ…

ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ବାଉଁଶଗଡିଆ ଗ୍ରାମର ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ହାତୀ ମାରିଦେଇଥିବାର ଜଣାପଡ଼ିଛି। ମୃତ ମହିଳା ଓସ୍ତପାଳରୁ ବାହୁଡା ରଥଯାତ୍ରା ଦେଖି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ଯୋଗୁଁ ହାତୀପଲରେ ପଶି ଯାଇଥିଲେ । ଯାହାଫଳରେ କି ଏକ ହାତୀ…

ଢେଙ୍କାନାଳ: ଜଙ୍ଗଲୀ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ଏପଟେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଙ୍ଗଲୀ ହାତୀ ଆକ୍ରମଣରେ କର୍ଣ୍ଣପୁର ଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟପଟରେ ଅସରଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା…

ଥମିବାର ନାମ ନେଉନି ହାତୀ ଆତଙ୍କ : ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ…

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାମ ନେଉନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଗୋଟିଏ ଦିନରେ ପୁଣି ଜଣେ ନାବାଳିକା ସମେତ ୩ ମୃତ । ଜିଲ୍ଲାରେ ସବୁଠି ହାତୀପଲ ଉପଦ୍ରବ ଜ।।ରି ରଖି ବ୍ୟପକ ଧାନଫସଲ ନଷ୍ଟ କରିବା ସହ ମଣିଷ ଜୀବନ ନେଉଛି । ଗତକାଲି ମୋରୋଡା ବ୍ଳକ…

ଅନୁଗୁଳ ଖଇରବେରେଣୀ ଗାଁରେ ହାତୀ ଦଳିଦେଲା ମହିଳାଙ୍କୁ

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ । ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ , ପାତ୍ରପଡା…

ଗୁଣୁପୁର ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ: ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ

ଗୁଣୁପୁର(କେନ୍ୟୁଜ): କିଛି ମାସର ବ୍ୟବଧାନ ପରେ ପୁଣି ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଳକ୍ ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ । ଆଜି ହାତୀ ଆକ୍ରମଣରେ ଟଲନା ପଞ୍ଚାୟତ ବଡମସିଂ ଗ୍ରାମର ଇରିଣ୍ଡି ଶବର ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ସବୁଦିନ ପରି ନିଜ କାମ ସାରି…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଅଘଟଣ: ବାଘ ଗଣନା ସମୟରେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ): ବାଘ ଗଣନା ସମୟରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ୬ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଏହି ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଗଣନା କାର୍ଯ୍ୟରେ ନିୟୋଜିତ ଥିବା…

ଶୋଇଥିବା ଅବସ୍ଥାରେ କଚାଡି ଦେଲା ହାତୀ, ଚାଲିଗଲା ଯୁବକଙ୍କ ଜୀବନ

ମୟୂରଭଞ୍ଜ (କେନ୍ୟୁଜ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୭ରୁ ୮ ହାତୀ ପଲର ଶିକାର ହୋଇଛନ୍ତି ଏହି ଯୁବକ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନ ରେ କାର୍ଯ୍ୟ…