Browsing Tag

elephant fear

ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ…

ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍):ହାତୀ ଆକ୍ରମଣରେ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ । ଢେଙ୍କାନାଳରେ ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି। ଗତକାଲି ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ…

ପୁଣି ଗାଁ ମୁହାଁ ହେଲେ ହାତୀପଲ, ଅଞ୍ଚଳବାସୀ ଛାନିଆ

କାମାକ୍ଷାନଗର(କେ.ନ୍ୟୁଜ): ପୁଣି ଗାଁ ମୁହାଁ ହେଲେ ହାତୀପଲ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ରେଣ୍ଠାପାଟ ଗାଁରେ ହାତୀପଲ। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକମାନେ ଛାନିଆ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏକ ଦଶ ଟିକିଆ ହାତୀପଲ ଆଜି ସକାଳୁ କୁମୁସି ଗାଁ…

କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ, ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି…

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବ୍ଲକ୍‌ ଲାଲପାଣି ଗାଁରେ ଦନ୍ତା ଆତଙ୍କ । ହାତୀଭୟରେ ୩ ଦିନ ହେଲା ସ୍କୁଲ ବାରଣ୍ଡରେ ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଗତ ଶୁକ୍ରବାର ରାତିରେ ଏକ ବଣୁଆ ହାତୀ ପଲ ଗାଁକୁ ପଶି ଆସିବା ସହ ବହୁ ଘର ଭଙ୍ଗାରୁଜା କରିଥିଲେ । ରାତି ସାରା ହାତୀ ଘଉଡ଼ାଇବା ପାଇଁ ଲୋକେ…

ରାଜଧାନୀରେ ନରହନ୍ତା ଦନ୍ତା, ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ

ଭୁବନେଶ୍ବର: ରାଜଧାନୀରେ ନରହନ୍ତା ଦନ୍ତା । ବନ ବିଭାଗକୁ ଚକ୍‌ମା ଦେଇ ପିପିଲିରୁ ଆସି ପାତ୍ରପଡ଼ା ମେଡିସିନାଲ୍‌ ଗାର୍ଡେନ୍‌ରେ ହାତୀ । ଦନ୍ତା ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ବନ ବିଭାଗର ଅଧିକାରୀ ହାତୀକୁ ଖୋଜୁଛନ୍ତି । ମେଡିସିନାଲ୍‌ ଗାର୍ଡେନ୍‌ରେ…

କେନ୍ଦୁଝର ସୁଣ୍ଡୁରା ଗାଁରେ ହାତୀ ଭୟ, ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ

ହାତୀ ଭୟରେ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି ଲୋକେ । କେନ୍ଦୁଝର ବାଂଶପାଳ ବ୍ଲକ ତଳକାଦକଲା ପଞ୍ଚାୟତର ଜଙ୍ଗଲ ପାର୍ଶ୍ୱ ଗାଁ ସୁଣ୍ଡୁରାରେ ଲୋକଙ୍କୁ ହାତୀ ଭୟ ଘାରିଛି । ଭୟରେ ଲୋକେ ଚାଷବାଷ ଛାଡିଦେଇଥିବାବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି । ସୁଣ୍ଡୁରା ଗାଁର ମହୁର ନାଏକ ଆଜିକୁ…

ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ

କେନ୍ଦୁଝର(କେନ୍ୟୁଜ୍) : ହାତୀ ହଜାଉଛି ରାତିର ନିଦ । ହାତୀ ଆତଙ୍କରେ ଘର ଛାଡି ମଞ୍ଚା ଉପରେ ରାତି କାଟୁଛନ୍ତି କେନ୍ଦୁଝର କୁସୁମୀତା ଗାଁ ଲୋକେ । ଗାଁରେ ୩୦ରୁ ଅଧିକ ହାତୀ ବୁଲିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କିଛି ଦିନ ମଧ୍ୟରେ ୨୦ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ…

ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ, ବ୍ୟାପକ ଧାନ ଫସଲ ନଷ୍ଟ

କଟକ(କେନ୍ୟୁଜ୍) : ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ହାତୀ ପଲ ଗାଁରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ପାଚିଲା ଧାନ ଖାଇବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ…

ନୀଳଗିରି ଅଞ୍ଚଳରେ ହାତୀ-ମଣିଷ ଲଢେଇ

ବାଲେଶ୍ୱର(କେନ୍ଯୁଜ୍) : ହାତୀ-ମଣିଷ ଲଢେଇ। କେତେବେଳେ ମଣିଷ ହାତୀଙ୍କୁ ଘଉଡାଇବାରେ ଲାଗୁଛି ତ ଆଉ କେତେବେଳେ ହାତୀ ପଲ ହିଂସ୍ର ହୋଇ ମାଡି ଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ରାତି ସାରା ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗତ ୫ ଦିନ ଧରି ଆତଙ୍କ ଖେଳାଇଛନ୍ତି ଝାଡଖଣ୍ଡି…