Browsing Tag

enforcement directorate

ଅବକାରୀ ନୀତି ସ୍କାମ ମାମଲାରେ ରାଜଧାନୀ ସମେତ ୩୦ଟି ସ୍ଥାନରେ ଇଡିର ଚଢାଉ

ଦିଲ୍ଲୀରେ ଅବକାରୀ ନୀତି ସ୍କାମ ମାମଲାରେ ଚଢାଉ ପ୍ରକ୍ରିୟା ଜାରି ରଖିଛି ଇଡି । ଆଜି ଇଡି ପକ୍ଷରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ୩୦ ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋର, ଚଣ୍ଡୀଗଡରେ ଇଡି ଚଢ଼ାଉ କରିଛି। ମଦ…

‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦…

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ…

“ନ୍ୟାସନାଲ ହେରାଲଡ଼” ଅଫିସକୁ ସିଲ କଲା ଇଡ଼ି, ବିନା ଅନୁମତିରେ ଖୋଲା ଯାଇପାରିବ ନାହିଁ ଅଫିସ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଅର୍ଥାତ ଆଜି କଂଗ୍ରେସ ପରିଚାଳିତ ଦିଲ୍ଲୀ ସ୍ଥିତ "ନ୍ୟାସନାଲ ହେରାଲଡ଼" ଅଫିସକୁ ସିଲ କରିଦେଇଛନ୍ତି । ଆଉ ମଧ୍ୟ ସୂଚନା ଦିଆଯାଇଛିକି ଇଡିର ଅନୁମତି ବିନା ଅଫିସକୁ ଖୋଲା ଯାଇପାରିବ ନାହିଁ । ଏକ ବଡ ଧରଣର ଟଙ୍କା ହେରଫେର ଘଟଣାକୁ ନେଇ ଇଡି ପକ୍ଷରୁ…

ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି, ୪ ଦିନିଆ ରିମାଣ୍ଡରେ ନେଲା ଇଡି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ଆଶ୍ଵସ୍ତି ମିଳିନାହିଁ। ଶୁଣାଣି ପରେ କୋର୍ଟ ତାଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି କଡା ସୁରକ୍ଷା ମଧ୍ୟରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରିଥିଲା ଇଡି। ଇଡି କୋର୍ଟରେ ଆଠ ଦିନିଆ ରିମାଣ୍ଡ ଦାବି କରିଥିଲା।…

ମଧ୍ୟରାତ୍ରରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କଲା ଇଡି, ଆଜି କୋର୍ଟରେ କରାଯିବ ଜେରା

ଜମି ଦୁର୍ନୀତି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ସେ ନିର୍ଦ୍ଦୋଷ ଏବଂ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ସାଂସଦ ସଞ୍ଜୟ ରାଉତ…

Xiaomiର ୫ କୋଟିରୁ ଅଧିକ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଆଜି ଘୋଷଣା କରାଯାଇଛିଯେ ସଂଗଠନ ପକ୍ଷରୁ ଟେକ୍ନୋଲୋଜି ଇଣ୍ଡିଆ ପ୍ରଭେଟ ଲିମିଟେଡ଼ ସହ ଜଡିତ ୫,୫୫୧.୨୭ କୋଟି ଟଙ୍କା ଜବତ କରାଯାଇଛି । ଏହି ନିଷ୍ପତ୍ତି ୧୯୯୯ ର ବିଦେଶୀ ମୁଦ୍ରା ପ୍ରବନ୍ଧନ ନିର୍ଦେଶକୟ ପକ୍ଷରୁ ପ୍ରବନ୍ଧନ ଶୈଳୀରେ ହିଁ କରାଯାଇଛି ।…

ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ କମ୍ପାନୀ, ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କଲା…

କେନ୍ୟୁଜ୍ (ବ୍ୟୁରୋ): ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ଵାର ଲିମିଟେଡ୍‌। ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ବା PMLA କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୂଷଣର…