Browsing Tag

england

ଅନ୍ତିମ ସଂସ୍କାର ବେଳେ ଅଚାନକ ମୁହାଁମୁହିଁ ହେଲେ ଲୋକେ, ଶୋକ କରୁଥିବା ଲୋକଙ୍କର ହେଲା ଏମିତି ଅବସ୍ଥା

କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଘର ପରିବାର ଶୋକରେ ବୁଡ଼ି ଯାଆନ୍ତି ଓ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଯେଉଁ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଏ, ସେଠାରେ ମଧ୍ୟ ପରିବାର ଲୋକ ବେଶ୍‌ ଇମୋସନାଲ ରହିଥାନ୍ତି। ଏଭଳି ସ୍ଥିତିରେ ଯଦି କେହି ଦୁର୍ବ୍ୟବହାର କରେ ତେବେ ପରିସ୍ଥିତି…

ବେନ ଷ୍ଟୋକ୍ସଙ୍କ ଭାଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲା ସାବତ ବାପା, ଖାସ୍‌ ଏଥିପାଇଁ ମାତ୍ର ୧୨ ବର୍ଷ ବୟସରେ…

ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଜଣାଶୁଣା ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରି ହଠାତ୍‌ ସନ୍ନ୍ୟାସ ନେଇଛନ୍ତି। ଇଂଲଣ୍ଡର ଏହି ବିସ୍ଫୋରକ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ବିପକ୍ଷରେ ଦିନିକିଆ ସିରିଜ ୧-୨ରେ ହାରିବା ପରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ। ବେନ…

ଲଣ୍ଡନରେ ପହଞ୍ଚିଲା ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆ, ଅଭ୍ୟାସ ଆରମ୍ଭ କଲା

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଗୁରୁବାର ଦିନ ଭାରତୀୟ ଟିମ୍‌ ଖେଳାଳି ଇଂଲଣ୍ଡରେ ପହଞ୍ଚିବା ପରେ ଆଜି ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଲିମିଟେଡ୍‌…

୪ ଜଣ ରେଷ୍ଟୁରାଣ୍ଟରେ ଖାଇଗଲେ ୩୩ ହଜାର ଟଙ୍କାର ଖାଦ୍ୟ! ବିଲ୍‌ ନ ଦେଇ ମାରିଲେ ଛୁ; ଏବେ ମ୍ୟାନେଜର କରିବେ ପେମେଣ୍ଟ

ଲକ୍‌ଡାଉନରେ ଅନେକ ବିଜନେସ୍‌ ସଟ୍‌ଡାଉନ ହୋଇ ଯାଇଛି। ଦୀର୍ଘ ଦିନ ଯାଏ ଲାଗିଥିବା ଲକ୍‌ଡାଉନ କାରଣରୁ କେତେକ ବ୍ୟବସାୟ ଯଥେଷ୍ଟ କ୍ଷତି ସହିଛି। ଏଥିରେ ହୋଟେଲ, ରେଷ୍ଟୁରାଣ୍ଟ ଶିଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଯଦିଓ ଏବେ ଧୀରେ ଧୀରେ ସ୍ଥିତି ସାମାନ୍ୟ ସୁଧୁରିବାରେ ଲାଗିଛି। ତେବେ ଏହାରି…

୧୦୦ ବର୍ଷ ହେବ ଜନଶୂନ୍ୟ ଏହି ଗାଁ! ମଣିଷଙ୍କ ସ୍ଥାନ ନେଇଛନ୍ତି ଜୀବଜନ୍ତୁ ଓ ଗଛଲତା; ଏହି ବଡ଼ କାରଣରୁ ଚାଲି ଯାଇଛନ୍ତି…

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ମଣିଷ ରହୁୁ ନାହାନ୍ତି। କିନ୍ତୁ ଦିନେ ସେହି ସ୍ଥାନରେ ମଣିଷଙ୍କ ଚଳପ୍ରଚଳ ଲାଗି ରହିଥିଲା। ଏଠି ମଣିଷ ଅନେକ ଚିହ୍ନ ଛାଡି ଯାଇଛନ୍ତି, ଯାହା ଆଜି ଇତିହାସର ପୃଷ୍ଠା ମଣ୍ଡନ କରିଛି। ଏକଦା ମଣିଷ ବସବାସ କରୁଥିବା ଏହି ସ୍ଥାନ ଏବେ ନିଜ ବକ୍ଷରେ…

ହସ୍ପିଟାଲରେ ଲୁଚିଛପି ଗର୍ଭବତୀ ମହିଳାଙ୍କ ପ୍ରସବ ବେଳର ଫଟୋ ଉଠାଉଥିଲେ ପୁରୁଷ ନର୍ସ! ବାଥ୍‌ରୁମ ଯାଇ ତିଆରି କରୁଥିଲେ…

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଘୃଣ୍ୟ ମାନସିକତା ଯୋଗୁ ଅନ୍ୟର ଖରାପ ଚାହାଁନ୍ତି। କିନ୍ତୁ ସେମାନଙ୍କର ସତ୍ୟତା ଦୁନିଆ ସାମ୍ନାକୁ ଆସି ଯାଇଥାଏ। ନିକଟରେ ଏମିତି ହିଁ ଜଣେ ବ୍ୟକ୍ତିଙ୍କର ଖୁଲାସା ହୋଇଛି, ଯିଏ ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ବେଳର ଅଶ୍ଳୀଳ…

ଦିବ୍ୟାଙ୍ଗଙ୍କୁ ନିଜର ନଗ୍ନ ଫଟୋ ପଠାଉଛନ୍ତି ଏହି ମହିଳା! ସ୍ୱାମୀ କରୁଛନ୍ତି ସହଯୋଗ; ଅଦ୍ଭୁତ ହରକତର କାରଣ ଜାଣିଲେ ଆପଣ…

ସୋସିଆଲ ମିଡିଆରେ ଆଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରୁଥିବା ଲୋକେ ସବୁବେଳେ ନିଜର ନଗ୍ନ ଫଟୋ ଏବଂ ଭିଡିଓ ଆଡଲ୍ଟ ସାଇଟ୍ସରେ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ଏଥି ମଧ୍ୟରୁ ସବୁଠାରୁ ଶୀର୍ଷରେ ଯେଉଁ ସବସ୍କ୍ରିପସନ୍ ସାଇଟ୍ ଥାଏ, ସେଥିରେ ଲୋକମାନେ ଆଡଲ୍ଟ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଫଟୋ ଏବଂ ଭିଡିଓ…

୪୫ ଦିନ ଧରି କୋମାରେ ଥିଲେ କରୋନା ସଂକ୍ରମିତ ନର୍ସ! ଏମିତି ରକ୍ଷା ପାଇଲା ଜୀବନ; ସୁସ୍ଥ ହୋଇ ବର୍ଣ୍ଣନା କଲେ କେମିତି…

ଭିୟାଗ୍ରାରୁ କ’ଣ କାହାର ଜୀବନ ରକ୍ଷା ହୋଇ ପାରିବ? ଏହି ପ୍ରଶ୍ନର ଉତ୍ତର ଏବେ ମିଳି ଯାଇଛି। ବ୍ରିଟେନରେ କରୋନା ଭାଇରସ୍ କାରଣରୁ କୋମାକୁ ଚାଲି ଯାଇଥିବା ଜଣେ ନର୍ସଙ୍କ ଜୀବନ ଭିୟାଗ୍ରା ଯୋଗୁ ହିଁ ରକ୍ଷା ପାଇ ଯାଇଛି। ୩୭ ବର୍ଷୀୟା ମୋନିକା ଅଲମେଡା ୪୫ ଦିନ ଧରି କୋମାରେ ଥିଲେ ଏବଂ…

ଏକ ଖୁନୀ ଗୁଣ୍ଡୁଚି ପୂରା ସହରରେ ଲଗାଇ ଦେଇଥିଲା ‘ଲକ୍‌ଡାଉନ’! ଆତଙ୍କିତ ଅବସ୍ଥାରେ ଲୁଚି ରହିଥିଲେ ଲୋକେ; ଜାଣନ୍ତୁ କ’ଣ…

ଦୁନିଆରେ କରୋନା ଭାଇରସ୍ ପୁଣିଥରେ ବ୍ୟାପିବା ଆରମ୍ଭ କରିଛି। ଏଥର ଓମିକ୍ରନ୍ ଲୋକଙ୍କୁ ଭୟଭୀତ କରାଇ ରଖିଛି। ଯେଉଁମାନଙ୍କୁ ଟିକା ଲାଗି ସାରିଛି, ସେମାନେ ମଧ୍ୟ ଏହି ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କେବଳ ଆବଶ୍ୟକ ପଡ଼ିଲେ ଘରୁ ବାହାରିବାକୁ ପରାମର୍ଶ…

ଇଂଲଣ୍ଡରେ ନୂଆ ଯାତ୍ରା ନିୟମ, ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ଭାରତୀୟଙ୍କ ପାଇଁ ୧୦ ଦିନର…

କରୋନା ଭାଇରସ୍‌ ମାମଲାକୁ ନଜରରେ ରଖି ବ୍ରିଟେନ୍‌ରେ ନୂଆ ଯାତ୍ରା ନିୟମରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ୍‌ ଭାରତୀୟଙ୍କୁ ୟୁକେରେ ଟିକା ନେଇଥିବା ବ୍ୟକ୍ତି ହିସାବରେ ଗଣାଯିବ ନାହିଁ, ଅର୍ଥାତ୍‌ ଏହାକୁ ଟିକାକରଣ ବୋଲି ଧରାଯିବ ନାହିଁ। ଏହି କାରଣରୁ ସେମାନଙ୍କୁ ୧୦ ଦିନ…

ଇଂଲଣ୍ଡ: ଶେଷ ସମୟରେ ଏଠାରେ ବୁଲୁଥିଲେ ଡାଇନାସୋର, ମିଳିଲା ଅନେକ ପଞ୍ଝା ଚିହ୍ନ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

କେବେ ଆପଣ ଡାଇନାସୋରର ପଞ୍ଝା ଚିହ୍ନ ଦେଖିଛନ୍ତି? ହୁଏତ ଫିଲ୍ମରେ ଦେଖିଥିବେ। କିନ୍ତୁ ଏବେ ଦକ୍ଷିଣ ବ୍ରିଟେନର ସମୁଦ୍ର କୂଳରୁ ଅନେକ ଗୁଡ଼ିଏ ଡାଇନାସୋର ପଞ୍ଝା ଚିହ୍ନ ମିଳିଛି। କୁହାଯାଉଛି କି, ଏହି ଡାଇନାସୋର ପୃଥିବୀର ଶେଷ ଡାଇନାସୋର ଥିଲେ, ଯାହା ପରେ ସେମାନେ ବିଲୁପ୍ତ ହୋଇଯାଇଥିଲେ।…

କ୍ରୋଧ ବନିଲା କାଳ, ଗେଟ ସମ୍ମୁଖରେ ଥିବା କାର୍ ର ହେଲା ଶେଷରେ ଏମିତି ଅବସ୍ଥା, ଦେଖନ୍ତୁ

କୁହାଯାଏ କ୍ରୋଧ ମନୁଷ୍ୟର ହେଉଛି ପରମ ଶତ୍ରୁ । କ୍ରୋଧ କାରଣରୁ ଯାହା କିଛି ହୁଏ , ତାହା କେବେ ଠିକ ହୋଇ ନଥାଏ । ଏହି ଘଟଣା ସତ ମଧ୍ୟ ହୋଇଛି । ଜଣେ ଚାଷୀ ଏମିତି ରାଗିଲେ ଯେ, ଘର ସାମ୍ନାରେ ଥିବା ଗାଡିକୁ ନିଜ ଟ୍ରାକ୍ଟର ଜରିଆରେ ଓଲଟାଇ ଦେଲେ । ଖବରଟି ବଡ଼ ବିଚିତ୍ର ଲାଗୁଥିଲେ ମଧ୍ୟ ଏହା…