Browsing Tag

entertainment news

ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଲେ ଘୋଷଣା

ବଲିଉଡର ଲୋକପ୍ରିୟ ପୁରୁଖା ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳବି ଦାଦା ସାହେବ ଫାଲକେ ପୁରସ୍କାର। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓ୍ଵାର୍ଡ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆଶାଙ୍କ ଅତୁଳନୀୟ ଅବଦାନ…

ପାକିସ୍ତାନୀ ଅଭିନେତାଙ୍କ ପ୍ରେମର ପଡିଲେ ଅମିଷା ପଟେଲ ! ଭିଡିଓ ଭାଇରଲ

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଏବେ ଫିଲ୍ମ ଠାରୁ ସୋସିଆଲ ମିଡିଆରେ ବୋଲ୍ଡ ଭିଡିଓ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ନା ଫିଲ୍ମ ନା ସୋସିଆଲ ମିଡିଆ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମିଷା ପଟେଲ। ନିକଟରେ ଅମିଷା ପଟେଲ ଏକ…

ଆରେ ଏ କି ଡ୍ରେସ … ପିନ୍ଧି ଦେଲ ସିନା ଚାଲିବ କେମିତି ? ଉର୍ଫିଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ

ବିଗ୍‌ବସ୍‌ ଓଟିଟି ଫେମ ଉର୍ଫି ଜାଭେଦ ନିଜର ଅତରଙ୍ଗୀ ଆଉଟଫିଟ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍‌ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଅତରଙ୍ଗୀ ଡ୍ରେସ ଫ୍ୟାଶନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସବୁବେଳେ ଦର୍ଶକଙ୍କୁ ମନୋରଂଜନର…

‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଟ୍ରଫି ହାତେଇଲେ ରଜତ ସୁଦ; ପାଇଲେ ଏତେ ଲକ୍ଷ ଟଙ୍କା! ଜାଣନ୍ତୁ କିଏ ହେଲେ ପ୍ରଥମ ଓ…

ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନର କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଫିନାଲେ ଦିଲ୍ଲୀର ରଜତ ସୁଦ୍‌ ଜିତି ନେଇଛନ୍ତି। ଶନିବାର ‘ଲାଫ୍ଟରର ଗ୍ରାଣ୍ଡ ଫିନାଲେ’ରେ ଶ୍ରେଷ୍ଠ ୫ ପ୍ରତିଯୋଗୀ ପହଞ୍ଚିଥିଲେ। ଏଥିରେ ଥିଲେ ମୁମ୍ବାଇର ନିତେଶ ସେଟ୍ଟୀ, ଜୟ ବିଜୟ ସଚାନ ଓ ବିଘ୍ନେଶ ପାଣ୍ଡେ,…

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ, ପ୍ରଡକ୍ସନ ହାଉସ ପକ୍ଷରୁ ମିଳିଲା ସୂଚନା

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍‌ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, "ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା…

ଦୀପେଶଙ୍କ ପରେ ଚାରିଗଲେ ଆଉଜଣେ ଫିଲ୍ମ ଅଭିନେତା: ମାତ୍ର ୩୭ ବର୍ଷରେ ହେଲା ନିଧନ, ମୃତ୍ୟୁର କାରଣ ଅସ୍ପଷ୍ଟ

କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ପରଲୋକ ହୋଇଥିଲା । ଏବେ ପୁଣି ଜଣେ ଅଭିନେତା ଫିଲ୍ମ ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ ହୋଇଛି। ତେବେ କେଉଁ କାରଣରୁ ସରଥଙ୍କ ମୃତ୍ୟୁ ଘଟିଛି, ସେନେଇ କିଛି ସ୍ପଷ୍ଟ…

ଡିମ୍ପି ଗାଙ୍ଗୁଲି ତୃତୀୟ ଥର ମା’ ହେଲେ, ପାଣିରେ ଜନ୍ମଦେଲେ ଶିଶୁପୁତ୍ର; ସେୟାର କଲେ ନବଜାତକର ଫଟୋ

ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲିଙ୍କ ପରିବାରରେ ଖୁସିର ଲହରୀ। ଡିମ୍ପି ତୃତୀୟ ଥର ପାଇଁ ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଡିମ୍ପି ଗାଙ୍ଗୁଲିଙ୍କର ୩ ସନ୍ତାନ ଅଛନ୍ତି। ପ୍ରଥମେ ଏକ ଝିଅ, ପରେ ଏକ ପୁଅ ଏବଂ ବର୍ତ୍ତମାନ ସେ ଆଉ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି।…

କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିଲାନି ନିଜ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଟିକେଟ, ହାଉସଫୁଲ ବୋର୍ଡ ଧରି ବୁଲିଲେ ହିରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ପ୍ରଥମ ସପ୍ତାହରେ ହିଁ ମାତ୍ର ୩ ଦିନରେ ୫୪.୫୦ କୋଟି ଆୟ କରିସାରିଲାଣି। ଏହି ଫିଲ୍ମ ୨୦୨୨ର ବଲିଉଡର ସବୁଠାରୁ ସଫଳ ଫିଲ୍ମ ମଧ୍ୟରେ ସାମିଲ ହୋଇଛି।…

କଭି ଇଦ୍ କଭି ଦିୱାଲୀ: ଫିଲ୍ମରେ କାମ କରିବା ପାଇଁ ସଲମାନ ଶେହନାଜଙ୍କୁ ଦେବେ ସ୍ପେଶାଲ୍ ଫି

ଆଗକୁ ଆସିବାକୁ ଯାଇଛି ସଲମାନ ଖାନଙ୍କ ନୂଆ ଫିଲ୍ମ। ଯେଉଁଥିରେ ସେ ଚୁଲବୁଲି ଶେହନାଜ ଗିଲଙ୍କୁ କାଷ୍ଟ କରିଛନ୍ତି। ତାଙ୍କର ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ରେ ଏଣ୍ଟ୍ରି କରୁଛନ୍ତି ଶେହନାଜ ଗିଲ୍। ଏହି ଚଳଚ୍ଚିତ୍ରରେ ସଲମାନଙ୍କ ସହ ଆୟୁଷ ଶର୍ମା ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ…

ଦିବ୍ୟାଂଶ ଓ ମନୁରାଜ ବାଜିମାରିନେଲେ ‘India’s Got Talent’ ଟ୍ରଫି, ମିଳିଲା ୨୦ ଲକ୍ଷ ଟଙ୍କା ଓ କାର୍‌

ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ’ର ବିଜେତା ହୋଇଛନ୍ତି ଦିବ୍ୟାଂଶ ଓ ମନୁରାଜ। ଫାଇନାଲରେ ୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ଦିବ୍ୟାଂଶ ଓ ମନୁରାଜ। ଫାଇନାଲରେ ଦିବ୍ୟାଂଶ-ମନୁରାଜ ବିଏସ୍ ରେଡ୍ଡି, ୱାରିଅର୍…

କଏଦୀଙ୍କ ସହ ଖାଦ୍ୟ ଖାଇଲେ ଅଭିଷେକ ବଚ୍ଚନ, କହିଲେ ଜେଲ ର ଅନୁଭୂତି

ବଲିଉଡରେ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ୟାରିୟର ଅନେକ ଆଗ ପଛ ହୋଇଛି। ଏହା ପରେ ଅଭିନେତା ତାଙ୍କ କ୍ୟାରିୟରରେ ଏପରି କିଛି ଚଳଚ୍ଚିତ୍ର କରିଛନ୍ତି ଯେଉଁଥିପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି। ଖାସ କରି ସେ ଓଟିଟି ପ୍ଲାଟଫର୍ମକୁ ଆସିବା ପରେ ତାଙ୍କ ଅଭିନୟର ଅଧିକ ପ୍ରଶଂସା କରାଯାଉଛି।…

ବିଗ୍ ବସ୍ ପରେ କଙ୍ଗନାଙ୍କ ‘ଶୋ’ ରେ ଧମାଲ କରିବେ ରଶ୍ମି ଦେଶାଇ, ହେବ ୱାଇଲ୍ଡ କାର୍ଡ ଏଣ୍ଟ୍ରି

ଏକତା କପୁରଙ୍କ 'ଶୋ' ଲକ ଅପ ବର୍ତ୍ତମାନ ଭଲ ରାକିଙ୍ଗରେ ରହିଛି ଓ଼ ଏହି 'ଶୋ' କୁ ଅନେକ ଲୋକ ପସନ୍ଦ କରୁଛନ୍ତି । ଏହାକୁ ହୋଷ୍ଟିଙ୍ଗ କରୁଛନ୍ତି କଙ୍ଗନା ରଣାୱତ । ଏବେ ଖବର ଭାଇରାଲ ହେବାରେ ଲାଗିଛି ଯେ ଅନ୍ୟ ଜଣେ ପ୍ରତିଯୋଗୀ ଏହି ଶୋ’ରେ ପ୍ରବେଶ କରିପାରନ୍ତି । ରିପୋର୍ଟ ଅନୁଯାୟୀ ରଶ୍ମୀ…