Browsing Tag

fire in hospital

ବାଲେଶ୍ୱର ସାର୍ଥା ଗାଁର ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଔଷଧ ଓ ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ

ଜଳେଶ୍ୱର(କେନ୍ୟୁଜ୍): ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ । ବାଲେଶ୍ୱର ସିଂଲା ଥାନା ସାର୍ଥା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ବିଭିନ୍ନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଧୂଆଁ…

ରାଜଧାନୀର ଏକ ହସପିଟାଲର ଆଇସିୟୁ ଓ୍ଵାର୍ଡରେ ଲାଗିଲା ନିଆଁ, ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ମୃତ

ରାଜଧାନୀର ପୁଣି ଏକ ହସପିଟାଲରେ ନିଆଁ ଲାଗିଛି। ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବାରମ୍ବାର ଘଟୁଛି ଅଗ୍ନିକାଣ୍ଡ। ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି। ମୁଣ୍ଡକା ଘଟଣା ଘଟିବାର କିଛି ଦିନରେ ପୁଣି ଏକ ଘଟଣା ଘଟିଛି। ରୋହିଣୀସ୍ଥିତ ବ୍ରହ୍ମାଶକ୍ତି ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ…

ମୁମ୍ବାଇ: ଘରୋଇ ହସ୍ପିଟାଲରେ ନିଆଁ ଲାଗି ୩ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରର ହସ୍ପିଟାଲରେ ଅଘଟଣ। ନିଆଁ ଲାଗି ଚାଲିଗଲା ୩ ରୋଗୀଙ୍କ ଜୀବନ। ମୁମ୍ବରା, ଥାଣେ ପ୍ରାଇମ କ୍ରିଟି କେୟାର ହସ୍ପିଟାଲରେ ରାତି ୩ଟା ୪୦ ମିନିଟରେ ନିଆଁ ଲାଗିଥିଲା। ଗୋଟିଏ ହସପିଟାଲରୁ ଅନ୍ୟ ହସପିଟାଲକୁ ରୋଗୀ ସ୍ଥାନାନ୍ତର ହୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ତେବେ ଘଟଣାସ୍ଥଳରେ…

ମୁମ୍ବାଇର ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ମୁମ୍ବାଇ: ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ ହସ୍ପିଟାଲରେ ନିଆଁ ଲାଗି ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ତେବେ ପ୍ରାୟ ୭୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର…

ଭୁବନେଶ୍ୱର : କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶିଶୁ ରୋଗ ଚିକିତ୍ସା ବିଭାଗ ଆଇସିୟୁରେ ନିଆଁ ଲାଗି ଯାଇଛି। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି । କିଛି ସମୟ ପୂର୍ବରୁ ଅଚାନକ ଗୋଟିଏ ଏସିରୁ ଧୂଆଁ ବାହାରି ଆଇସିୟୁ ଭିତରେ ବ୍ୟାପିଗଲା । ସେଠାରେ…