Browsing Tag

flight

କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

କୋରାପୁଟ (କେନ୍ୟୁଜ): କୋରାପୁଟବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ଊଡ଼ିବ ବିମାନ । ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା ଏହି ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିବ ବିମାନ । ଏଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇଛି ।…

ମଝି ଆକାଶରେ ଭାଙ୍ଗିଲା ‘ଗୋ ଫାଷ୍ଟ‘ ବିମାନ ର ଝରକା କାଚ, ଜୟପୁରରେ କରାଗଲା ଜରୁରୀକାଳୀନ ଅବତରଣ

ଜୟପୁର: ମଝି ଆକାଶରେ ଭାଙ୍ଗିଲା ଗୋ ଫାଷ୍ଟ ବିମାନର ଝରକା କାଚ। ଫଳରେ ଏହାକୁ ଡାଇଭର୍ଟ କରାଯାଇଛି। ଦିଲ୍ଲୀରୁ ଗୌହ୍ଵାଟୀ ଯାଉଥିବା ବିମାନର ଓ୍ଵିଣ୍ଡସିଲ୍ଡରେ ମଝି ଆକାଶରେ ଫାଟ ସୃଷ୍ଟି ହୋଇଛି। ଏହା ପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି। ଡିଜିସିଏର ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି।…

ଚରମ ଅବହେଳା! ବଡ଼ କଣା ସହିତ ୧୪ ଘଣ୍ଟାର ଉଡ଼ାଣ ଭରିଲା Emirates ବିମାନ; ଲ୍ୟାଣ୍ଡିଂ ପରେ ଯାତ୍ରୀ ହେଲେ ଚକିତ

ଦୁବାଇରୁ ବ୍ରିସ୍‌ବେନ ପାଇଁ ଉଡ଼ାଣ ଭରୁଥିବା ଅମିରାତ୍‌ ବିମାନର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକଙ୍କ ହୋଶ୍‌ ଉଡ଼ି ଯାଇଛି। ଏହି ଫଟୋରୁ ବିମାନର ଚରମ ଅବହେଳା ପଦାରେ ପଡ଼ିଛି। ସୂଚନା ମୁତାବକ, ଦୁବାଇରୁ ବ୍ରିସ୍‌ବେନ ପାଖାପାଖି ୧୪ ଘଣ୍ଟାର ଉଡ଼ାଣ ଭରି…

ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ, ପାଟନାରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରେ ହୁତୁ ହୁତୁ ହୋଇ ଜଳିଲା

ପାଟନା: ସ୍ପାଇସ୍‌ ଜେଟ୍‌ରେ ନିଆଁ। ବିମାନରେ ନିଆଁ ଲାଗିବାରୁ କରାଗଲା ଜରୁରୀକାଳୀନ ଲ୍ୟାଣ୍ଡିଂ। ବିହାର ପାଟନାରୁ ସ୍ପାଇସ୍‌ ଜେଟ୍‌ର ବିମାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌ର ବିମାନରେ ନିଆଁ ଲାଗିଯାଇଛି। ଏହି ବିମାନରେ ଅନେକ ଯାତ୍ରୀ…

ଯାହାକୁ ରଖିବେ ଅନନ୍ତ ! ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଞ୍ଚିଗଲା ଗୋଟିଏ ପିଲା

ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡ଼େ। ସେଭଳି ଘଟଣା ଘଟିଥିଲା ୨୦୧୦ ମସିହା ମେ ୧୨ ତାରିଖରେ। ସେଦିନ ସକାଳ ପ୍ରାୟ ୬ଟା ବେଳେ ଆଫ୍ରିକୀୟା ଏୟାରୱେଜ୍‌ର ଏକ ଏୟାରବସ୍‌ (ଏ ୩୩୦-୨୦୦) ଲ୍ୟାଣ୍ଡ କରିବା ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।…

ପାଇଲଟ ହେଲେ ଅସୁସ୍ଥ, ପ୍ୟାସେଞ୍ଜର କଲେ ସେଫ ଲ୍ୟାଣ୍ଡିଙ୍ଗ

ଆଜି କାଲି କଣ କଣ ସବୁ ଘଟିଯାଉଛି । ଏକଥା ଆମେ ଆପଣ ସମସ୍ତେ କହିଲେଣି । କାରଣ କେତେବେଳେ କଣ ଯେ ଘଟୁଛି ଆଉ ଘଟିବ ତାର ତ କଳ୍ପନା କରିହେବନି । ଏଇ ଦେଖୁ ନାହାନ୍ତି ପୁଣି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତ କରୁଛି ତା ସହ ମନକୁ ଆଶ୍ୱସ୍ତ କରୁଛି ଯେ କାହାର କୌଣସି ପ୍ରକାର କ୍ଷତି ନହେବା ।…

ଓଡ଼ିଶା ଫେରିଲେ ତାମିଲନାଡୁର ରାମେଶ୍ଵରମରେ ଫସିଥିବା ୧୬ ଓଡ଼ିଆ ତୀର୍ଥ ଯାତ୍ରୀ

ବେଙ୍ଗାଳୁରୁ (କେନ୍ୟୁଜ ): ତାମିଲନାଡୁରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ ଟ୍ରେନ ବାତିଲ ହୋଇଛି । ତେବେ ଏହି ସମୟରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଅଂଚଳର ୧୬ ଜଣ ଓଡ଼ିଆ ତୀର୍ଥ ଯାତ୍ରୀ ରାମେଶ୍ଵରମ ରେ ଫସିଥିଲେ । ଟ୍ରେନ ବାତିଲ…

ଏବେ ବିମାନ ଯାତ୍ରା ସମୟରେ ମଧ୍ୟ ହୋଇ ପାରିବେ ଫୋନ୍‌ରେ କଥା! ବ୍ୟବହାର କରି ପାରିବେ ହାଇ ସ୍ପୀଡ୍‌ ଇଣ୍ଟରନେଟ୍‌

ଖୁସି ଖବର। ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ‘ଫ୍ଲାଇଟ୍‌ ମୋଡ୍‌’ ଅପଶନ ଅତୀତ ହେବାକୁ ଯାଉଛି। କାହିଁକିନା, ଏବେ ବିମାନ ଯାତ୍ରା ସମୟରେ ଆପଣ ହାଇ ସ୍ପୀଡ୍‌ ଇଣ୍ଟରନେଟ୍‌ ବ୍ୟବହାର କରିବାକୁ ସମର୍ଥ ହେବେ। ଅର୍ଥାତ୍‌ ବିମାନରେ ବସି ବସି ହିଁ ଇ-ମେଲ୍‌ ଜରିଆରେ ନିଜର ଜରୁରୀ କାମ ସାରି ପାରିବେ।…

ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ, ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓ

ଦିଲ୍ଲୀ: ହାଇେଓ୍ଵ ବ୍ରିଜ ତଳେ ବିମାନ । ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଲା ଏୟାର ଇଣ୍ଡିଆ ବିମାନ। ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଓଭରବ୍ରିଜ ତଳେ ଫସି ରହିଛି ବିମାନ। ଦେଖନ୍ତୁ ଭିଡିଓ: #WATCH An @airindiain plane…

ଜେଟ୍‌ ଏୟାରୱେଜ୍‌ ଅଢ଼େଇ ବର୍ଷ ପରେ ପୁଣି ଭରିବ ଉଡ଼ାଣ, କ୍ଷତି ଯୋଗୁ ବନ୍ଦ ହୋଇ ଯାଇଥିଲା ଏୟାରଲାଇନ

ଜେଟ୍‌ ଏୟାରୱେଜ୍‌ ବିମାନ ଖୁବ୍‌ ଜଲ୍‌ଦି ବିମାନବନ୍ଦରର ରନେଓ୍ଵରୁ ପୁଣି ଉଡ଼ାଣ ଭରିବ। କମ୍ପାନୀ ମୁତାବକ, ଜେଟ୍‌ ଏୟାରେଓ୍ଵଜ୍‌ର ଫ୍ଲାଇଟ୍‌ ୨୦୨୨ର ପ୍ରଥମ ବିତ୍ତୀୟ ତ୍ରିମାସରୁ ଘରୋଇ ଉଡ଼ାଣ ଆରମ୍ଭ କରିବ। ଯେତେବେଳେ କି, ଛ’ମାସ ପରେ ଅନ୍ତର୍ଜାତୀୟ ଉଡ଼ାଣ ବି ଚାଲୁ କରାଯିବ। ଯଦିଓ ବର୍ତ୍ତମାନ…

ଆମେରିକା: ଉଡ଼ନ୍ତା ବିମାନରେ ହଠାତ୍‌ ମହିଳା କରି ବସିଲେ ଏଭଳି ହରକତ, କ୍ରୁ ମେମ୍ବର୍ସ କାବୁ କରି ଟେପ୍‌ରେ ବାନ୍ଧି ଦେଲେ

କ୍ରୁ ମେମ୍ବର୍ସଙ୍କୁ ବିମାନରେ ଉଡ଼ାଣ ସମୟରେ କେତେକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଆମେରିକାନ୍‌ ଏୟାରଲାଇନ୍ସର ଏକ ବିମାନ ଭିତରର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ବିମାନରେ ଯାତ୍ରା କରୁଥିବା ଜଣେ…

ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ…

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା। ମାମଲାର ସମସ୍ତ ପ୍ରମାଣ ଏବଂ…