Browsing Tag

floweriest

ଜଣେ ସଫଳ ଫୁଲ ଚାଷୀ ଭାବେ ବେଶ ଜଣାଶୁଣା ଅନୁଗୁଳର ଦିଲ୍ଲୀପ

ଅନୁଗୁଳ (କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁର ଦିଲ୍ଲୀପ ପ୍ରଧାନ । ଜଣେ ସଫଳ ଫୁଲ ଚାଷୀ ଭାବେ ଏବେ ବେଶ ଜଣାଶୁଣା । ୨୦୦୫ ମସିହାରେ ପ୍ରଥମେ ଫୁଲଚାଷ ଆରମ୍ଭ କରିଥିଲେ ଦିଲ୍ଲୀପ । ପିଲାଟି ଦିନରୁ ବାପାଙ୍କ ସହ ମିଶି ବାଡିରେ ଫୁଲ ଲଗାଉଥିଲେ । ୧୩ ବର୍ଷ ର୍ପୂବରୁ ୧୦ ଗୁଣ୍ଠ ଜମିରେ…