Browsing Tag

flp

ସୁଶାନ୍ତ କବିତାରେ ଜଣାଇଥିଲେ ‘ଆତ୍ମହତ୍ୟା କରିବାକୁ ବି ସାହସ ଦରକାର’

ସୀମାରେ ୨୦ ଜଣ ଯବାନ୍ ସହିଦ ହୋଇଛନ୍ତି । ତେବେ ଏ ଖବର ଭିତରେ ବି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଚର୍ଚ୍ଚା ଥମି ନାହିଁ । କୁହାଯାଉଛି ଯେ ୩୪ ବର୍ଷ ବୟସ୍କ ସୁଶାନ୍ତ ଗତ ପ୍ରାୟ ୬ ମାସ ହେଲା ଡିପ୍ରେସନ୍‌ରେ ଥିଲେ । ହେଲେ ଲୋକଙ୍କ ସାମନାରେ ସବୁବେଳେ ହସ ହସ ମୁହଁରେ ରହୁଥିଲେ…