Browsing Tag

flue

ଏବେ ହସପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଥଣ୍ଡା-ଜ୍ୱର ରୋଗୀଙ୍କର ହେବ କରୋନା ଟେଷ୍ଟ

ଦେଶରେ ଏବେ ପର୍ଯ୍ୟନ୍ତ କରୋନାରେ ୨୭୧ ମାମଲା ସାମ୍ନାକୁ ଆସିସାରିଲାଣି। କରୋନାର ବଢ଼ୁଥିବା ମାମଲାକୁ ଦେଖି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏହି ଭାଇରସ ସହିତ ମୁକାବିଲା କରିବାର ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏହି ମୁକାବିଲାରେ ଆଇସିଏମଆର ସଂଶୋଧନ କରି କହିଛନ୍ତି…