Browsing Tag

fly bhopal to delhi

ଲକଡାଉନରେ ଭୋପାଳରୁ ଦିଲ୍ଲୀ ଯିବା ପାଇଁ ବ୍ୟବସାୟୀ ବୁକ୍‌ କଲେ ୧୮୦ ସିଟ୍‌ର ବିମାନ, କିନ୍ତୁ ପରିବାର ସଂଖ୍ୟା ୪ ଜଣ

କରୋନାରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏହି ମହାମାରୀ ଯୋଗୁଁ ଲକଡାଉନ ଚାଲିଛି। ଏଥିପାଇଁ କିଏ ସାଇକେଲ ଚଲାଇ ଘରକୁ ଫେରୁଥିବା ବେଳେ କିଏ ଚାଲିଚାଲି ଘରକୁ ଫେରୁଛି। କିଏ ବାଟରେ ଫେରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଜୀବନ ଚାଲିଯାଉଛି ତ ଆଉ କେଉଁ ବାଟରେ ଶ୍ରମିକ…