Browsing Tag

flying man

୨୮ କୋଟି ଟଙ୍କା ମୂଲ୍ୟର ସୁଟ ପିନ୍ଧି ଆକାଶରେ ଉଡୁଛନ୍ତି ବ୍ୟକ୍ତି, ଲାଗିନି କୌଣସି ମେସିନ  

ବ୍ରିଟେନରେ ଏକ ରୋମାଞ୍ଚକର ଦେଖିବାକୁ ମିଳିଛି । ଯେଉଁଥିରେ ଏକ ବ୍ୟକ୍ତି ବିନା କୌଣସି ମେସିନ ସାହାଯ୍ୟରେ ପବନରେ ଉଡୁଥିବା ନଜର ଆସୁଛନ୍ତି । ସେ ପୁଣି ୧୩୬ କିମି ପ୍ରତି ଘଂଟାରେ । ଯିଏ ତାଙ୍କୁ ଦୂରରୁ ଦେଖିବ ତାକୁ ନିଶ୍ଚିନ୍ତ ରୂପେ ଏକ ପକ୍ଷୀର ଭ୍ରମ ସୃଷ୍ଟି କରିବ । ହଲିଉଡର ଏକ ଫିଲ୍ମ…