Browsing Tag

fog

ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ, ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍) :ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ନେଇ ମଧ୍ଯ ସୂଚନା ହସ୍ତଗତ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଓ…

ସକାଳୁ ସକାଳୁ ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଟ୍ବିନ ସିଟି, ୫୦ ମିଟର ଦୂରକୁ କିଛି ଦେଖାଯାଉନି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…

ଜୟପୁରରେ ଘନ କୁହୁଡି: ଦେଖାଯାଉନି ରାସ୍ତାଘାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ଜୟପୁରରେ ଘନ କୁହୁଡି । ଗତକାଲି ରାତିରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଆଜି ସକାଳେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦେଖାଯାଉନି । ଗାଡି ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। କୁହୁଡି ଯୋଗୁ ଦୋକାନ ବଜାର ମଧ୍ୟ ବିଳମ୍ବରେ ଖୋଲୁଛି। ସେପଟେ…

ପୁରୀରେ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ, ସକାଳୁ ସକାଳୁ ଦୃଶ୍ୟମାନ ହେଲାନି ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅନେକ ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ସକାଳୁ ସକାଳୁ କିଛି ଦୃଶ୍ୟମାନ ହେଉନି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା ।…

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ, ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା…

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ, ପୁଣି ୨୯ ବେଳକୁ ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ବର: ଓଡ଼ିଶାରେ ଶୀତ ଲହରି ଜାରି । ସାମୁଦ୍ରିକ ଝଡ଼ ‘ନିଭାର’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି। ତେବେ ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ଦାରିଙ୍ଗିବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫…

ଘନକୁହୁଡ଼ିର ଆସ୍ତରଣ ଭିତରେ ରାଜଧାନୀ ଦିଲ୍ଲୀ, ଅନେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ମିଟରକୁ ହ୍ରାସ

ନୂଆଦିଲ୍ଲୀ(କେନ୍ୟୁଜ୍): ରାଜଧାନୀ ନୂଆଦିଲ୍ଲୀରେ ସକାଳୁ ସକାଳୁ ଘନକୁହୁଡ଼ିର ଆସ୍ତରଣ । ପ୍ରବଳ କୁହୁଡ଼ି ଫଳରେ ଅନେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ମିଟରକୁ ହ୍ରାସ ପାଇଛି । ଏହା ସହ ଦିଲ୍ଲୀର ତାପମାତ୍ରା ମଧ୍ୟ ୭ ଡିଗ୍ରୀକୁ ହ୍ରାସ ପାଇଛି। ପ୍ରବଳ କୁହୁଡି ଯୋଗୁଁ ଯାନବାହାନ ଚଳାଚଳରେ ବାଧା…

ଆଜି ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଥିଲା ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ

ଭୁବନେଶ୍ୱର: ଟ୍ଵିନସିଟିରେ କୁହୁଡ଼ିର ଚାଦର। ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଥିଲା ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। କୁହୁଡ଼ିର ବହଳିଆ ଆସ୍ତରଣ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୃଶ୍ୟମାନ କ୍ଷମତା କମିଆସିଥିବାରୁ ଅନେକ ସ୍ଥାନରେ ରାସ୍ତାରେ ୨୦ମିଟର ଦୂରରୁ…