Browsing Tag

fog in odisha

ଘନ କୁହୁଡିର ଚାଦର ତଳେ ସମଗ୍ର ରାଜ୍ଯ, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ

କେନ୍ଯୁଜ୍: ବାତ୍ୟା ଜୱାଦର ପ୍ରଭାବ ଅପସରି ଗଲା ପରେ ପରେ ଧସେଇ ପଶିଛି ଶୀତ । ଘନ କୁହୁଡିର ଚାଦରରେ ଛାଇ ହୋଇଛି ସମଗ୍ର ରାଜ୍ଯ ।ଘନ କୁହୁଡ଼ି ଯୋଗୁଁ ଆଗକୁ କିଛି ବି ଦେଖାଯାଉନାହିଁ । ଧଳା ରଙ୍ଗର ଅସ୍ତରଣ ଚାରିଆଡେ ଛାଇ ଯାଇଛି । କାକର ବି ଦେହକୁ ସ୍ପର୍ଶ କରୁଛି । କିଏ ବା ଏହି ଶୀତୁଆ ସକାଳର…

ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଜାରି, ଆହୁରି ୨-୩ ଲାଗି ରହିବ ଏମିତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି…

ରାଜ୍ୟରେ ଖସିବାରେ ଲାଗିଛି ପାରଦ, ଘନ କୁହୁଡିର ଚାଦର ତଳେ ବଣାଇ ସହର

ବଣାଇ(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ବଣାଇରେ ଘନ କୁହୁଡି ସାଙ୍ଗକୁ ଶୀତ ଆରମ୍ଭ । ଲଘୁଚାପ ଜନିତ ବର୍ଷା ଛାଡିବା ପରେ ଘନ କୁହୁଡିର ଚାଦର ତଳେ ବଣାଇ ସହର । ଫଳରେ ରାସ୍ତା ଘାଟ ୧୦ ମିଟର ଯାଏଁ କିଛି ଦେଖାଯାଉନାହିଁ । ସକାଳୁ ସକାଳୁ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ଜାରି ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଆଜି ବି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇବ। ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଆଗାମୀ ୩ରୁ ୪ ଦିନ ଯାଏଁ ରାତିର…

ପୁରୀରେ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ, ସକାଳୁ ସକାଳୁ ଦୃଶ୍ୟମାନ ହେଲାନି ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅନେକ ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ସକାଳୁ ସକାଳୁ କିଛି ଦୃଶ୍ୟମାନ ହେଉନି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା ।…

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ, ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା…

ଆଜି ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆବରଣ, ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ବର: ଆଜି ସକାଳୁ ଟ୍ଵିନସିଟି ବ୍ୟତିତ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆବରଣ । କୁହୁ଼ଡି ଯୋଗୁଁ ମୁହଁକୁ ମୁହଁ ଦେଖାଯାଉନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫଳରେ ଗାଡ଼ି ଚଳାଚଳରେ ବହୁ ବାଧା ଉପୁଜିଛି। ରାସ୍ତାଘାଟ ମଧ୍ୟ ଦୃଶ୍ୟମାନ ହେଉନାହିଁ।

ବଡ଼ଦାଣ୍ଡରୁ ଅଦୃଶ୍ୟ ହେଲା ଶ୍ରୀମନ୍ଦିର, ଘନ କୁହୁଡ଼ିରେ ବୁଡ଼ିଗଲା ସାରା ଶ୍ରୀକ୍ଷେତ୍ର

ପୁରୀ: ଆଜି ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ପ୍ରବଳ କୁହୁଡି ଯୋଗୁ ସକାଳୁ ରାସ୍ତା ଦେଖାଯାଉନଥିଲା । ଫଳରେ ଲୋକେ ଯିବା ଆସିବାରେ ଅନେକ ଅସୁବିଧା ଭୋଗିଥିଲେ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ…

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଆଚ୍ଛାଦିତ ହୋଇରହିବ କୁହୁଡ଼ି, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଆରମ୍ଭ ହୋଇଗଲାଣି ଶୀତର ଅନୁଭୂତି । ତା ସାଙ୍ଗକୁ ଘନ କୁହୁଡି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆବରଣ , ସକାଳୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ କୁହୁଡ଼ିର ଆବରଣ। ଘନ କୁହୁଡ଼ିରେ ଅନେକ ସ୍ଥାନ ଆଚ୍ଛାଦିତ ହୋଇ ରହିଛି। ଘରୁ ବାହାରିଲେ ଖାଲି କୁହୁଡ଼ି ଆଉ କୁହୁଡ଼ି। ଏହା ସହ କାକର ବୁନ୍ଦା ପଡ଼ି ବର୍ଷାର ଭ୍ରମ ସୃଷ୍ଟି କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାତି ପ୍ରାୟ…