Browsing Tag

fog in weather

ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି, ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଭୋର ସମୟରେ କୁହୁଡି ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି । ୨୦୦ ମିଟର ଦୂରରୁ ଦେଖାଯାଉନି ରାସ୍ତାଘାଟ। ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ କୁହୁଡି ହେଉଛି ।…