Browsing Tag

foggy weather

୯ରୁ ପୁଣି ପଶ୍ଚିମା ଝଡ଼ ପ୍ରଭାବ, ଆଜିଠାରୁ ୨ଦିନ ଧରି ରାଜ୍ୟରେ ଅନୁଭୂତ ହେବ ଘନ କୁହୁଡ଼ି

ଭୁବନେଶ୍ବର(କେନ୍ଯୁଜ୍): ୯ରୁ ପୁଣି ପଶ୍ଚିମା ଝଡ଼ ପ୍ରଭାବ। ଆଜିଠାରୁ ଦୁଇଦିନ ଧରି ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ। ବର୍ଷା ପରେ ରାଜ୍ୟରେ ପୁଣି ଫେରିଛି ଶୀତ। ଆଗାମୀ ୨ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ରାତି ତାପମାତ୍ରାରେ ୩ରୁ ୫ ଡିଗ୍ରୀ ଯାଏ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର: ଆଜିଠୁ ଆସନ୍ତା ୧୩ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ସକାଳେ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଆଜିଠୁ ଆସନ୍ତା ୧୩ ତାରିଖ…

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରଭାବରେ ରାଜ୍ୟରେ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଏକ ଟ୍ରପ ଲାଇନ ଶ୍ରୀଲଙ୍କା ଉପକୂଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ…

ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ କୋହଲା ପାଗ, ବୋହୁଛି ହାଲୁକା ପବନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହିତ ହାଲୁକା ପବନ ବୋହୁଛି। ଯାହା ଶୀତର ଆଗମନ ଭଳି ଅନୁଭୂବ ହେଉଛି । ଆଜି ସକାଳୁ ସକାଳୁ କିଛି ସେକେଣ୍ଡ ପାଇଁ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ତେବେ ଆଗକୁ ଶୀତର ପରିମାଣ ବଢିବ ବୋଲି ଆଶା…

ଘନ କୁହୁଡ଼ି ନେଇ ସତର୍କତା, ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁ ଆସନ୍ତା ୨୪ ଘଣ୍ଟା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବୌଦ୍ଧ, କନ୍ଧମାଳ, ପୁରୀ, ନୟାଗଡ଼ ଓ କଳାହାଣ୍ଡିକୁ ୟେଲୋ। ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।…

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ…

ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ, ୮ ଜିଲ୍ଲା ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଲୋକଙ୍କ ଯିବା ଆସିବାରେ ଅନେକ ଅସୁବିଧା ହେଉଛି । ଘନ କୁହୁଡି ପାଇଁ ୮ ଜିଲ୍ଲା ପାଇଁ ୟୋଲୋ…

ଆଗକୁ ଆହୁରି ବଢିବ ଶୀତ, ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା

ଭୁବନେଶ୍ବର: ଆଗକୁ ଆହୁରି ବଢିବ ଶୀତ । ୩ରୁ ୪ ଡିଗ୍ରୀ କମିବ ତାପମାତ୍ରା । ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା ଦିଆଯାଇଛି । ତେଣୁ ଯିବା ଆସିବା କରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ହେଲେ ଆଜି ସାମାନ୍ୟ ଶୀତ କମ୍ ରହିଛି । ମାଲକାନଗିରିର…

ରାଜଧାନୀ ଦିଲ୍ଲୀରେ ଘନକୁହୁଡିର ଆସ୍ତରଣ, ଦୃଶ୍ୟମାନ କ୍ଷମତା ୨୦ମିଟରକୁ ଖସି ଆସିଥିବାରୁ ଗାଡ଼ି ଚଳାଚଳରେ ବାଧା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନକୁହୁଡିର ଆସ୍ତରଣ। ଦିଲ୍ଲୀ ସମେତ ନଏଡ଼ା, ଗାଜିଆବାଦ ଓ ଗୁରୁଗ୍ରାମରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ କ୍ଷମତା ୨୦ମିଟରକୁ ଖସି ଆସିଥିବାରୁ ଗାଡ଼ିଚଳାଚଳରେ ବାଧା ଉପୁଜିଛି। ରେଳ ଚଳାଚଳ ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କୁହୁଡ଼ି…

ସାରା ରାଜ୍ୟରେ ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡ଼ି, ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ଲୋ ଭିଜିବିଲିଟି ରେକର୍ଡ

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ସାଙ୍ଗକୁ କୁହୁଡ଼ି କରୁଛି କଲବଲ । ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ଲୋ ଭିଜିବିଲିଟି ରେକର୍ଡ କରାଯାଇଛି । ଏଠାରେ ମାତ୍ର ୨୫ ମିଟର ଥିଲା ଭିଜିବିଲିଟି । ଗତକାଲି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି…

କୁହୁଡ଼ି ବଳୟରେ ଟ୍ବିନ ସିଟି

ଭୁବନେଶ୍ବର(କେନ୍ୟୁଜ୍) : ଲଗାତାର ଦୁଇଦିନ ଧରି ରାଜ୍ୟରେ କୁହୁଡ଼ିର ବଳୟ। ଘନ କୁହୁଡ଼ିରେ ଜନଜୀବନ ବାଧାପ୍ରାପ୍ତ। କେବଳ ଟ୍ଵିନ ସିଟି ନୁହେଁ, ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ଆସ୍ତରଣରେ ଘୋଡ଼ାଇ ହୋଇରହିଛି ସହର। ଯାନବାହାନ ଚଳାଚଳରେ ବାଧା ଉପୁଜିଥିବା ବେଳେ ବିଳମ୍ବିତ ହୋଇଛି ବିମାନ ସେବା।…

ରାଜ୍ଯର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଚାଦର

ଭୁବନେଶ୍ବର(କେନ୍ଯୁଜ୍) :ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି। ଆଜି ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୦୦ମିଟର ପର୍ଯ୍ୟନ୍ତ କିଛି ବି ଦୃଶ୍ୟମାନ…