Browsing Tag

foggy weather in odisha

ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ, ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍) :ଟ୍ବିନ୍ ସିଟିରେ କୋହଲା ପାଗକୁ ବହୁଛି ପବନ। ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ନେଇ ମଧ୍ଯ ସୂଚନା ହସ୍ତଗତ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଓ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର: ଆଜିଠୁ ଆସନ୍ତା ୧୩ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ସକାଳେ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଆଜିଠୁ ଆସନ୍ତା ୧୩ ତାରିଖ…

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରଭାବରେ ରାଜ୍ୟରେ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଏକ ଟ୍ରପ ଲାଇନ ଶ୍ରୀଲଙ୍କା ଉପକୂଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ…

ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ କୋହଲା ପାଗ, ବୋହୁଛି ହାଲୁକା ପବନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହିତ ହାଲୁକା ପବନ ବୋହୁଛି। ଯାହା ଶୀତର ଆଗମନ ଭଳି ଅନୁଭୂବ ହେଉଛି । ଆଜି ସକାଳୁ ସକାଳୁ କିଛି ସେକେଣ୍ଡ ପାଇଁ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ତେବେ ଆଗକୁ ଶୀତର ପରିମାଣ ବଢିବ ବୋଲି ଆଶା…

ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ, ୮ ଜିଲ୍ଲା ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଲୋକଙ୍କ ଯିବା ଆସିବାରେ ଅନେକ ଅସୁବିଧା ହେଉଛି । ଘନ କୁହୁଡି ପାଇଁ ୮ ଜିଲ୍ଲା ପାଇଁ ୟୋଲୋ…

ଆଉ ୨୪ଘଣ୍ଟା ରହିବ କୋହଲା ପାଗ

କେନ୍ୟୁଜ୍ : ଆଉ ୨୪ଘଣ୍ଟା ରହିବ କୋହଲା ପାଗ। ଆଭ୍ୟନ୍ତରୀଣ ଓଡିଶାରେ ହାଲ୍‌କା ବର୍ଷା ହେଉଛି। ସୁନ୍ଦରଗଡ଼ରେ ସର୍ବାଧିକ ୮ମି.ମି ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ପର‌୍ୟ୍ୟନ୍ତ ଓଡିଶାରେ ହାଲ୍‌କା ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନ ଦକ୍ଷିଣ ଓଡିଶା, ମୟୂରଭଞ୍ଜ, ବାଲେଶ୍ୱର…