Browsing Tag

foni assistance

ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ AIIMS, ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ କଲେ ଦାନ

ଦିଲ୍ଲୀ (କେନ୍ୟୁଜ୍ ବ୍ୟୁରୋ): ଫନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଦିଲ୍ଲୀ ଏମସ  । ଦିଲ୍ଲୀ ଏମସ ପକ୍ଷରୁ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୯୩ ଲକ୍ଷ ୮୯ ହଜାର ୪୬୧ ଟଙ୍କାର ଚେକ ପ୍ରଦାନ । ଏହି ଅର୍ଥ ରାଶି ଏମସର ଫାକଲ୍ଟି ଓ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଦାନ କରିଛନ୍ତି ।…