Browsing Tag

food

IRCTCର ନୂଆ ଯୋଜନା : ଏଣିକି ଟ୍ରେନ୍‌ରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଅର୍ଡର କରିପାରିବେ ନିଜ ମନ ପସନ୍ଦର ଖାଦ୍ୟ

ଯାତ୍ରୀମାନେ ଟ୍ରେନରେ ଦୂର ଜାଗାକୁ ଯାତ୍ରା କରିବା ସମୟରେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବେଳେବେଳେ କେତେକ ଯାତ୍ରୀଙ୍କୁ ଭୋକିଲା ଭ୍ରମଣ କରିବାକୁ ପଡେ। ବର୍ତ୍ତମାନ ରେଳବାଇ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଆପଣ ନିଜ ପସନ୍ଦର ଖାଦ୍ୟ…

ବର୍ଷା ଦିନରେ ତିଆରି କରନ୍ତୁ ଚଟ୍ ପଟା ଚାଉଳ ପକୋଡା, ଶରୀର ପାଇଁ ଲାଭଦାୟକ

ବର୍ଷା ଦିନେ ଖୁବ୍ ଇଚ୍ଛା ହୁଏ ଚଟ୍ ପଟା ଜିନିଷ ଖାଇବା ପାଇଁ। ତେଣୁ ଅନେକ ଲୋକ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ। ହେଲେ ଆପଣ ନିଜ ଘରେ ବର୍ଷା ଦିନରେ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିପାରିବେ ରାଇସ ପକୋଡା। ଚାଉଳ…

ଜାପାନ ଲୋକଙ୍କ ଭଳି ଦୀର୍ଘ ଜୀବନ ଚାହୁଁଛନ୍ତି କି ? ଆରମ୍ଭ କରି ଦିଅନ୍ତୁ ଏହି ୬ ସୁପର ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ବହୁ ପ୍ରକାର ପୋଷକ ତତ୍ତ୍ୱର ଆବଶ୍ୟକ ପଡ଼ିଥାଏ । ଯେଉଁଥିରେ ଫାଇବର ମାତ୍ରା ପାଚନ ତନ୍ତ୍ର ପାଇଁ ବହୁତ ଉପକାରୀ ହୋଇଥାଏ । ଏଥି ସହ ଶରୀରରେ ଶୁଗାର ଲେବଲ ମଧ୍ୟ କଣ୍ଟ୍ରୋଲରେ ରହିଥାଏ । ଫାଇବର ପୂର୍ଣ୍ଣ ଖାଦ୍ୟ ହାର୍ଟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଏହାସହ ଗ୍ଲୋଇଂ…

ଜାଣନ୍ତୁ ବେଡ୍ ଟାଇମ ଫୁଡ୍ ରେ ଓଜନ୍ କମାଇବା ପାଇଁ ଖାଇବେ କେଉଁ ଖାଦ୍ୟ

ଆପଣ ବେଡ୍ ଟାଇମ୍ ଫୁଡ୍ ବା ଖାଦ୍ୟ ବିଷୟରେ ତ ଜାଣିଥିବେ। ଆମେ ଡିନର ଖାଇ ସରିବା ପରେ ମଧ୍ୟ ରାତିରେ ଶୋଇବା ସମୟରେ ଭୋକ ଲାଗିଥାଏ। ଆଉ ସେହି ସମୟରେ ଅନେକ ଭାବିଥାନ୍ତି ଡିନର ଖାଇସାରିବା ପରେ ପୁଣି ଆଉ କଣ ଖାଇବେ । କାରଣ ନାଇଟ୍ କ୍ରେଭିଂ ହେଲେ କିଛି ହାଲ୍କା ଖାଦ୍ୟ ହିଁ ଖାଇବା ଦରକାର। ପୁଣି…

ଏକାଥରକେ ୧୦୦ଟି ଚିକେନ ମୋମୋ ଖାଇବା ଚ୍ୟାଲେଞ୍ଜ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଳେବେଳେ ଲୋକେ ଏମିତି କିଛି କାମ କରନ୍ତି ଯାହାକୁ ଦେଖିଲେ ଲାଗେ ଏହା କିପରି ସମ୍ଭବ? କିନ୍ତୁ କିଛି ଅଜବ ଚ୍ୟାଲେଞ୍ଜ ନେଇ ତାକୁ ସତ କରି ଦେଖାଇଛନ୍ତି ଏମିତି ଜଣେ ୟଙ୍ଗ୍‌ ଗର୍ଲ । ଏହା ସାଙ୍ଗରେ ଖାଇବାକୁ ଚେଷ୍ଟା କରିଥିଲେ ୧୦୦ ଟି ମୋମୋ, ତାହା ପୁଣି ଚିକେନ ମୋମୋ । ବର୍ତ୍ତମାନ ଫୁଡ…

ଜାଣନ୍ତୁ ଚା’ ଓ ବାସି ଚା’ ମଧ୍ୟରେ କ’ଣ ରହିଛି ଫରକ, ବାସି ଚା’ ପିଉଥିଲେ ହୋଇ ଯାଆନ୍ତୁ ସତର୍କ : କିଡନୀ ଉପରେ ମଧ୍ୟ…

ଚା’ କେବଳ ଏହାର ନାଁ ଶୁଣୁ ଶୁଣୁ ଅନେକଙ୍କ ମନରେ ଆବେଗ ଭରିଯାଏ । ଖାଦ୍ୟ ଠାରୁ ମଧ୍ୟ ପ୍ରାୟ ଶତ ପ୍ରତିଶତ ଲୋକେ ଦିନକୁ ଚା’ ପିଅନ୍ତି । ପୁଣି ଏହି ଚା’ ପ୍ରକାର ମଧ୍ୟ ରହିଛି । କେବଳ ଚା’ ବିକ୍ରି କରି କେତେ ଲୋକେ ହୋଇଛନ୍ତି କୋଟିପତି , ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖିଥିବେ । ଆଜି…

ରକ୍ତରେ ଅକ୍ସିଜେନ୍‌ର ଅଭାବ ଦୂର କରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏସବୁ ଜିନିଷ

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଯଦି ଆପଣ ରକ୍ତରେ ଅକ୍ସିଜେନ୍‌ର ସ୍ତରକୁ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ରେ କିଛି ପରିବର୍ତ୍ତନ କରିବା ନିହାତି ଜରୁରୀ। ଡାଏଟ୍‌ରେ ମାତ୍ର ଅଳ୍ପ କିଛି ପରିବର୍ତ୍ତନ କଲେ ଆପଣଙ୍କ ରକ୍ତରେ ସହଜରେ…

ଭୁଲରେ ବି ଏସବୁ ପାତ୍ରରେ ତିଆରି କରନ୍ତୁନି ଖାଦ୍ୟ, ପାଲଟିଯିବ ବିଷ

ଖାଦ୍ୟ ତିଆରି କରିବା ବେଳେ ଆମେ ପନିପରିବା ଓ ବାସନକୁସନକୁ ଭଲ ଭାବେ ସଫା କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାଉ। ଆମେ କ’ଣ ଖାଉଛେ ତା’ ଉପରେ ଆମର ସବୁଠୁ ଅଧିକ ଧ୍ୟାନ ଥାଏ। କିନ୍ତୁ କେଉଁ ବାସନରେ ଆମେ ରାନ୍ଧୁଛେ ଓ ତାହା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡ଼ୁଛି, ସେଥିପ୍ରତି ଅଧିକାଂଶ ଲୋକ…

ସନ୍ଧ୍ୟା ସମୟରେ ବନାନ୍ତୁ ଚଟ୍‌ପଟା ମୁଗଡାଲି ଓ ସ୍ପ୍ରିଙ୍ଗ୍‌ ଓନିୟନ ଟିକ୍କି, ସ୍ୱାଦ ଜାଣିଲେ ବାରମ୍ବାର କରିବାକୁ…

ଅନେକ ଲୋକ ମିଠା ଅପେକ୍ଷା ଚଟ୍‌ପଟା ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରି ଥାଆନ୍ତି। ସକାଳ ଜଳଖିଆ ହେଉ କି ସନ୍ଧ୍ୟା ସମୟର ସ୍ନାକ୍ସ, ଚଟ୍‌ପଟା ଖାଦ୍ୟ ଖାଇବା ପାଇଁ ଲୋକେ ଆଗ୍ରହ ଦେଖାଇ ଥାଆନ୍ତି। ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ମୁଗ ଓ ସ୍ପ୍ରିଙ୍ଗ୍‌ ଓନିୟନ…

ଖାଇବାର ତରିକା ବଦଳାନ୍ତୁ, ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତିଶାଳୀ ରୁହନ୍ତୁ

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ହେଁ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ ସ୍ୱରୂପ, କିଛି ଲୋକ ସେଓକୁ କଞ୍ଚା ଚୋବାଇ ଖାଇଥାନ୍ତି ତ ଆଉ କିଛି ଜୁସ୍ ଓ…

ଏହି ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ, ହୋଇପାରେ ଶରୀର ପାଇଁ କ୍ଷତିକାରକ

ଅଧିକାଂଶ ଘରେ ଖାଦ୍ୟକୁ ଖାଇବା ପୂର୍ବରୁ ତିଆରି କରି ରଖି ଦିଅନ୍ତି ଓ ପରେ ଏହାକୁ ଗରମ କରି ଖାଇଥାନ୍ତି । ହେଲେ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଶରୀର ପାଇଁ ହାନୀକାରକ ହୋଇଥାଏ । ପୁଣି ଗରମ କରିବା ଦ୍ୱାରା ଖାଦ୍ୟରେ ଥିବା ଗୁଣ ତତ୍ତ୍ୱରେ ପରିବର୍ତ୍ତନ ଘଟିଥାଏ । ଯାହାକି ଶରୀର ପାଇଁ…

ଖରାଦିନେ ବି ଖରାପ ହେବନି ଖାଦ୍ୟ, ଆପଣାନ୍ତୁ ଏସବୁ ଟିପ୍ସ

ଘରେ ତିଆରି ହେଉଥିବା ଖାଦ୍ୟ ଖାସ୍‌ କରି ଖରାଦିନେ ଖରାପ ହୋଇଯାଏ। ଶୀତଦିନେ ଏହା ପୂର୍ବ ଭଳି ରହୁଥିବା ବେଳେ ଟିକେ ଗରମ ହେଲେ ଖାଦ୍ୟ ଗନ୍ଧେଇ ଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାର ବହୁତ ସଜହ ଉପାୟ ରହିଛି, ଯାହା ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଖରାଦିନେ ଖାଦ୍ୟକୁ…