Browsing Tag

food for blood pressure

ଉଚ୍ଚ ରକ୍ତଚାପ ନେଇ ଚିନ୍ତିତ ଥିଲେ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ଉଚ୍ଚ ରକ୍ତଚାପ ମାମଲା ଦେଶରେ ଲଗାତର ଭାବେ ବଢିବାରେ ଲାଗିଛି । ଏବେକା ସମୟରେ ପ୍ରାୟ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି | । ଲୋକମାନେ ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି କିନ୍ତୁ ଏଥିରୁ ରକ୍ଷା ପାଇ ପାରନ୍ତିନାହିଁ । ବାଧ୍ୟ ହୋଇ ସେମାନେ…