Browsing Tag

Food In Microwave

ମାଇକ୍ରୋେଓ୍ଵଭ୍‌ରେ ଖାଦ୍ୟ ଗରମ କରିବା ଶରୀର ପାଇଁ କେତେ ସୁରକ୍ଷିତ, ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକ

ଆଜିର ବିଜ୍ଞାନ ଯୁଗରେ ଖାଦ୍ୟ ପ୍ରସ୍ତୁତ କରିବାର ବିଭିନ୍ନ ମାଧ୍ୟମ ରହିଛି । ଆଗ ଭଳି ଆଉ ଚୁଲି କିମ୍ବା ଷ୍ଟୋଭ୍‌ରେ ଘଣ୍ଟା ଘଣ୍ଟା ଧରି ଖାଦ୍ୟ ପ୍ରସ୍ତୁତ ପାଇଁ ଅପେକ୍ଷା କରିବାକୁ ପଡୁନି । ଯେତେ ଶୀଘ୍ର ଖାଦ୍ୟ ପ୍ରସ୍ତୁତ ହୋଇପାରିବ ସେତେ ଭଲ । କାରଣ ସମୟ କାହା ପାଖରେ ନାହିଁ । ଘରେ ପତି…