Browsing Tag

food inflation

ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ

ପାକିସ୍ତାନରେ ମହଙ୍ଗା ମାଡ଼ ଯୋଗୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦୈନନ୍ଦିନ ବ୍ୟବହୃତ ଜିନିଷ ପରିବାଠାରୁ ଆରମ୍ଭ କରି ଦୁଗ୍ଧ ପଯ୍ୟର୍ନ୍ତ, ସବୁର ଦର ଆକାଶଛୁଆଁ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଦରବୃଦ୍ଧିକୁ ରୋକିବା ପାଇଁ ସେଠାକାର ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏକ…

ଏବେ ଥାଳିରୁ ଗାଏବ ହେବ ଭାତ-ଡାଲି, ୭ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଦର

ଚଳିତବର୍ଷ ମୌସୁମୀ କମ୍ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ଏବେ ତ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ, ଏବେ ଗରିବଙ୍କ ଥାଳିରୁ ଡାଲି ଏବଂ ଭାତ ମଧ୍ୟ ଗାଏବ ହୋଇଯିବ। ମହଙ୍ଗା ଦର ୭ ପ୍ରତିଶତ ବଢିଯିବ ବୋଲି ଅନୁମାନ କରାଯାଉଛି। କମ୍ ବର୍ଷା ଯୋଗୁଁ ଚାଷ…