Browsing Tag

Food poisioning

କଟକ ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣା: ପୁଅ ଓ ଝିଅଙ୍କ ପରେ ଆଖି ବୁଜିଲେ ମା’

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଭିମାନପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ଆଉ ଜଣେ ମୃତ। ମୃତକ ରୁନୁ ପାତ୍ର। ଗତକାଲି ରାତିରେ ଜଗତପୁରସ୍ଥିତ ଏକ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଜରିପାଟଣା ଅଞ୍ଚଳର ଗୋବିନ୍ଦ ପାତ୍ର, ତାଙ୍କ…

ଫୁଡ୍ ପଏଜନିଂର ଅସୁବିଧା ଦେଖାଯାଉଥିଲେ ଘରୋଇ ଉପାୟରେ କରନ୍ତୁ ଚିକିତ୍ସା! ସମସ୍ୟା ହେବ ଦୂର

ବେଳେବେଳେ ଏହା ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ କି ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦିଏ । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ୍ ପଏଜନିଙ୍ଗର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ…

ବିବାହ ଭୋଜି ଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣା, ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ

ପୁରୀ: ବିବାହ ଭୋଜିଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣାରେ ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ADMO ବିରଜା ପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚି ଭୋଜିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ଏହାକୁ…

ନୂଆପଡ଼ା : ଦଶାହ ଭୋଜି ଖାଇ ୩୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ନୂଆପଡ଼ା : କୋମନା ବ୍ଳକ ଟିକ୍ରାପଡା ଗାଁରେ ରବି ଶବର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦଶାହ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜି ଖାଇବା ପରେ ପ୍ରଥମେ ଗାଁ ଲୋକଙ୍କ ପେଟ ଦରଜ ହେବା ସହ ମୁଣ୍ଡ ବୁଲାଇଥିଲା । ପରେ ଝାଡାବାନ୍ତି ହୋଇଥିଲା । ଖବର ପାଇ କୋମନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ…

ବୀର ମହାରାଜପୁର : ପ୍ରସାଦ ଖାଇ ଶତାଧିକ ଅସୁସ୍ଥ

ସୋନପୁର (କେ ନ୍ୟୁଜ୍‌) : ଅନ୍ନ ପ୍ରସାଦ ଖାଇ ଶତାଧିକ ଲୋକ ଆକ୍ରାନ୍ତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମୂଲ୍ୟମଣି ରାଣୀପୁର ଗାଁରେ ଏଭଳି ଘଟିଛି । ଗତ ଦୁଇ ଦିନ ଧରି ଗାଁରେ ମକର ମେଳା ଚାଲିଥିଲା । ମେଳା ଉଦଯାପନୀରେ ଅନ୍ନ ପ୍ରସାଦ ଖାଇବା ପରେ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଖବର…