Browsing Tag

food poisoning

ମହାରାଷ୍ଟ୍ର: ବିବାହ ଭୋଜି ଖାଇ ୩୩୬ ଜଣଙ୍କ ଫୁଡ୍‌ ପଏଜନିଙ୍ଗ୍‌; ଅବସ୍ଥା ସାଙ୍ଘାତିକ

ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ସମାରୋହରେ ଭୋଜି ଖାଇ ପାଖାପାଖି ୩୩୬ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଘଟଣାଟି ସ୍ଥାନୀୟ କେଦାରପୁର ଗାଁରେ ଗତ ରବିବାର…

ଗଞ୍ଜାମ ଗଡ଼ହୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୨ ଭାଇ ଭଉଣୀ ମୃତ, ଜଣେ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ୍): ବିଷାକ୍ତ ଖାଦ୍ୟ ଖାଇ ୨ ମୃତ, ଜଣେ ଗୁରୁତର। ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ମା’ଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ ହୁମା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ୩ଜଣ ଖାଇ ସାରିବା ପରେ…

ଫୁଡ୍‌ ପଏଜନିଙ୍ଗ୍‌ ବେଳେ ଡରି ଯାଆନ୍ତୁ ନାହିଁ; ଏହି ସବୁ ଘରୋଇ ଉପାୟରେ ଆପଣ ହୋଇପାରିବେ ସୁସ୍ଥ

ଏବେକା ସମୟରେ ଅଧିକାଂଶ ଲୋକ ବାହାର ଖାଦ୍ୟ ଖାଇ ଫୁଡ୍‌ ପଏଜନିଙ୍ଗ୍‌ର ଶିକାର ହେଉଛନ୍ତି। ଏହା ସାଧାରଣତଃ ଠିକ୍ ଭାବରେ ଖାଦ୍ୟ ନ ଖାଇବା, ଖରାପ ହୋଇ ଯାଇଥିବା ଖାଦ୍ୟର ସେବନ ନଚେତ୍‌ ଅପରିଷ୍କାର ପାଣି ପିଇବା କାରଣରୁ ହୋଇଥାଏ। ଅନେକ ବାର ଅଧାରନ୍ଧା ଖାଦ୍ୟ ଖାଇବା, ମଇଳା ହାତରେ ଖାଇବା, ଥଣ୍ଡା…

ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ, ୨୦ରୁ ଅଧିକ ଗୁରୁତର

ରାଜନଗର: ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ। ୨୦ରୁ ଅଧିକ ଗୁରୁତରଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୪ ଜଣଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ…

ମାଲକାନଗିରି କଚେଲି ଗାଁରେ ଅଭାବନୀୟ ଘଟଣା:ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ

ମାଲକାନଗିରି: ଖାଦ୍ୟରେ ବିଷ, ୩ ମୃତ। ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ। ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ମାଲକାନଗିରି କଚେଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଖାଦ୍ୟରେ ବିଷକ୍ରିୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମା ଓ ଝିଅଙ୍କୁ ଗୁରୁତର…

ସତେଜ ତୁଳସୀ ପତ୍ର ସହ ଖାଆନ୍ତୁ ଏହି ଜିନିଷ, ତୁରନ୍ତ ଆପଣ ଫୁଡ୍‌ ପଏଜନିଂ ସମସ୍ୟାରୁ ପାଇପାରିବେ ମୁକ୍ତି

ଘରେ ହେଉ କିମ୍ବା ବାହାରେ, ଆପଣ ଯଦି ଅଧିକ ଏଣୁତେଣୁ ଖାଦ୍ୟ ଖାଇଦେଇଥାଆନ୍ତି, ତା’ହେଲେ ଫୁଡ୍‌ ପଏଜନିଂ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଏହାଦ୍ୱାରା ଆପଣଙ୍କୁ ଘନ ଘନ ବାନ୍ତି ହୋଇଥାଏ। ମୁଣ୍ଡ ମଧ୍ୟ ବୁଲାଏ। ତେବେ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପଣ ଏଥିରୁ ମୁକ୍ତି ପାଇବା ପାଇଁ କିଛି…

ବାହାଘର ଭୋଜି ଖାଇ ବର କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର : ବାହାଘର ଭୋଜି ଖାଇ ଅସୁସ୍ଥ । ବର, କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଅସୁସ୍ଥ ଅଛନ୍ତି । ସେମାନଙ୍କୁ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ରାତିରେ ବାହାଘର ଭୋଜି ହୋଇଥିଲା। ଭୋଜି ଖାଇବା ପରେ ସମସ୍ତଙ୍କ ପେଟ…

ବାଲେଶ୍ୱର: ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର(କେନ୍ୟୁଜ୍) : ବାହାଘର ଭୋଜି ଖାଇ ଅସୁସ୍ଥ। ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଜଳେଶ୍ୱରପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଗତକାଲି ରାତିରେ ବାହାଘର ଭୋଜି ହୋଇଥିଲା। ଏହାପରେ…

କେନ୍ଦୁଝରରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଅଘଟଣ ଘିଟିଛି। ମୃତକ ଜଣକ ହେଲେ ମିଟୁ ନାୟକ। ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ନୂଆ ଗାଁରେ ପୁରେନ୍ଦ୍ର ନାୟକଙ୍କ ଝିଅ ବାହାଘର ପାଇଁ…