Browsing Tag

food Poisoning in hostel

ହଷ୍ଟେଲରେ ରାତ୍ରି ଭୋଜନ ଖାଇବା ପରେ ଛାତ୍ରୀ ଅସୁସ୍ଥ ଘଟଣା , ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଗଜପତି ଜିଲ୍ଲା ତର୍ବାସିଂ ଡିଆରଡବ୍ଲୁ ହଷ୍ଟେଲରେ ରାତି ଭୋଜନ ଖାଇ ୮୬ ଜଣ ଛାତ୍ରୀ ଅସୁସ୍ଥ । ସେମାନଙ୍କ ଖାଦ୍ୟରେ କିଛି ବିଷାକ୍ତ ଖାଦ୍ୟ ମିଳିଥିବା ଅନୁମାନ କରାଯାଉଛି । ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାମଗିରି ଥାନା ପୋଲିସ ଖାଦ୍ୟ ନମୁନା…