Browsing Tag

food recipe

ରବିବାର ସନ୍ଧ୍ଯାରେ ନିଅନ୍ତୁ ଘର ପ୍ରସ୍ତୁତ ଚିକେନ ଲଲିପପର ମଜା

ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ଯା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ଯାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ…

ଆଜି ଜନ୍ମାଷ୍ଟମୀରେ ଘରେ ବନାନ୍ତୁ ନଡିଆ ପାକ, ସ୍ୱାଦ ଏକଦମ୍‌ ଖାସ୍‌

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଆଜି ସାରା ଦେଶ ବହୁ ଧୂମଧାମରେ କରୋନା ନିୟମ ମାନି ପାଳନ କରୁଛି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନଡିଆ ପାକ ରେସିପି ନେଇ ଆସିଛୁ। ଏହାକୁ ଆପଣ ପ୍ରସାଦ ଭାବରେ ମଧ୍ୟ ବାଳଗୋପାଳଙ୍କୁ ଭୋଗ ଲଗାଇପାରିବେ। ସେହିପରି ଯଦି ଘରେ ନଡିଆ ଅଛି ତାକୁ କେମିତି…

ବର୍ଷା ପାଗର ଉଠାନ୍ତୁ ମଜା, ଥଣ୍ଡା ଥଣ୍ଡା ଘରେ ବନାନ୍ତୁ ଏକଦମ୍‌ ବଜାର ଭଳି ମୁସମୁସିଆ ପିଆଜି

ବାହାରେ ଖୁବ୍‌ ବର୍ଷା। ପାଗ ଏକଦମ୍‌ ଶୀତୁଆ ହୋଇଛି। ଆଉ ଏହି ବର୍ଷାର ଶୀତୁଆ ପାଗରେ ମନ ହୁଏ ଟିକେ କିଛି ଗରମା ଗରମ ଡିସ୍‌ ଖାଇବାକୁ। ଏହି କରୋନା ସମୟରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଯଦି ଆପଣ ବାହାର ଛଣାଛଣି ଠାରୁ ଦୂରେଇ ରହିବେ। ତେଣୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍‌ ବଜାର ଭଳି…

ଡିନରକୁ କରନ୍ତୁ ସ୍ପେଶାଲ, ଆଜି ବନାଇ ଖାଆନ୍ତୁ ଓ ଖୁଆନ୍ତୁ ଗାଜର ମଟର ପୁଲାଓ

ସାରା ଭାରତରେ ଭାତକୁ ବହୁତ ପ୍ରାଧାନ୍ୟ ଦିଆଯାଏ। ଯେତେ ଯାହା ଖାଅ ନା କାହିଁକି ଟିକେ ଭାତ ନ ଖାଇଲେ ଭଲ ଲାଗେନି। ଭାତରେ ଅନେକ ପ୍ରକାର ରେସିପି ମଧ୍ୟ କରାଯାଇଥାଏ। କିଏ ଫ୍ରାଏଡ ରାଇସ କରି ଖାଆନ୍ତି ତ ଆଉ କିଏ ପୁଲାଓ କରି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ପୁଲାଓ ରେସିପି ନେଇ…

ଘରେ ନିଅନ୍ତୁ ଚଟପଟା ବାରମଜାର ସ୍ୱାଦ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସନ୍ଧ୍ୟାବେଳେ ଚା ସହିତ ସବୁବେଳେ ସ୍ନାକସରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ଚଟପଟି ବା ବାରମଜା ବନାଇବା ପ୍ରସ୍ତୁତି ନେଇ ଆସିଛୁ। ଏହାକୁ ଯଦି ଥରେ ଖାଇବେ ଆପଣଙ୍କ ପାଟିରୁ ଏହାର ସ୍ୱାଦ ଛାଡିବନି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତି।…

ସନ୍ଧ୍ୟାକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଚି଼ଲ୍ଲୀ ନ୍ୟୁଟରେଲା

ଏବେ କରୋନା ଭାଇରସ ପାଇଁ ସ୍କୁଲ କଲେଜ ଅଫିସ ବନ୍ଦ ହୋଇଯାଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ଆଉ ଏହି ସମୟରେ ଘରେ ଅନେକ କିଛି ନୂଆ ନୂଆ ଡ଼ିସ ଖାଇବାକୁ ଇଚ୍ଛା ହେଉଛି। ଛୋଟ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚାଇନିଜ ଖାଦ୍ୟକୁ ବହୁତ ପସନ୍ଦ…

ଏମିତି ବନାନ୍ତୁ ମାର ହାତରନ୍ଧା ଭଳି ମସଲା ବାଇଗଣ, ହାତ ଚାଟି ରହିଯିବେ ଆପଣ

ଆପଣ ସମସ୍ତେ ଅନୁଭବ କରିଥିବେ ଯେତେବେଳେ ବି ଘରେ ବାଇଗଣର କୌଣସି ଆଇଟମ୍‌ ହୋଇଥିବ , ସେତେବେଳେ ଗରେ କିଛି ଲୋକ ନାକ ଟେକି ଦିଅନ୍ତି। କିନ୍ତୁ ଏହାର ସ୍ୱାଦ ବହୁତ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଏକଦମ୍‌ ଜବରଦସ୍ତ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ମସଲା ବାଇଗଣ’…

ସଂଧ୍ୟାରେ ଖାସ୍‌ ସ୍ୱାଦ ଦେବ ‘ଏଗ୍‌ ବୋଣ୍ଡା’, ଆଜି ହିଁ ଘରେ କରନ୍ତୁ ପ୍ରସ୍ତୁତ

ସଂଧ୍ୟାରେ କିଛି ନୂଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କାରଣ କର୍ମମୟ ଜୀବନ ଭିତରେ ସଂଧ୍ୟାରେ ଟିକେ ସମୟ ମିଳିଥାଏ କିଛି ନୁଆ ସ୍ୱାଦ ଚାଖିବାକୁ। ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ଖାସ୍‌ ଡିସ୍‌ ଜଣାଇବୁ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ଜବରଦସ୍ତ। ଆପଣ ପ୍ରାୟତଃ ଅଣ୍ଡା ବ୍ରେଡ, ସିଝା…

ବଜାର ଭଳି ‘ବଟର କଫି’ ବନାନ୍ତୁ ଘରେ, ପାଇବେ ୫ ଷ୍ଟାର ହୋଟେଲ ଭଳି ସ୍ୱାଦ

ଆପଣ ବଜାରରେ ମିଳୁଥିବା କଫିର ସ୍ୱାଦକୁ ତ ନିଶ୍ଚୟ ଚାଖିଥିବେ। ବଡ ହୋଟେଲରେ ମିଳୁଥିବା କଫିର ଦାମ ସେହି ଅନୁସାରେ ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଘରେ ହୋଟେଲ ଭଳି କଫିର ସ୍ୱାଦ ପାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ବଟର କଫି ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ…

ଭାଲେଣ୍ଟାଇନ୍‌ ସ୍ପେଶାଲ, ସାଥିଙ୍କୁ ବନାଇ ଖୁଆନ୍ତୁ ଚକୋଲେଟ ସିଙ୍ଗଡା

ପ୍ରେମର ସପ୍ତାହ ଚାଲୁଛି। ଚାରି ଆଡେ ପ୍ରେମୀ ଯୁଗଳ ଏହି ସପ୍ତାହକୁ ପାଳନ କରୁଛନ୍ତି। ପ୍ରେମୀ ନିଜ ସାଥିଙ୍କୁ ଇମ୍ପ୍ରେସ କରିବା ପାଇଁ ଅନେକ ପ୍ରକାର ପ୍ଲାନ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରେସିପି ବିଷୟରେ ଜଣାଇବୁ ଯାହାକୁ ବନାଇ ନିଜ ସାଥିଙ୍କୁ ଖୁଆଇଲେ ଆପଣଙ୍କ ପ୍ରେମ ନୀବିଡତା…

ଆଜି ଭୋଗ ଲଗାନ୍ତୁ ‘କମଳା କ୍ଷୀରି’, ମା’ ସରସ୍ୱତୀ ହେବେ ପ୍ରସନ୍ନ

ଆଜି ବସନ୍ତ ପଞ୍ଚମୀ ଏବଂ ଆଜି ବିଦ୍ୟା ଦେବୀ ମା ସରସ୍ୱତୀଙ୍କୁ ବିଭିନ୍ନ ଭୋଗ ଲଗାଯାଏ। ଏହି ଦିନରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ୍‌ ରେସିପି ନେଇ ଆସିଛୁ। ଏହି ଡିସ୍‌ ଗୁଜୁରାଟରେ ବହୁତ ଲୋକପ୍ରିୟ ବ୍ୟଞ୍ଜନ ଅଟେ ଏବଂ ଏହାକୁ ମା ସରସ୍ୱତୀଙ୍କୁ ଭୋଗ ଲଗାଇ ପ୍ରସନ୍ନ କରାଯାଏ। ତେବେ ଆସନ୍ତୁ…

ପିଲାଙ୍କ ପାଇଁ ବନାନ୍ତୁ ‘ପାଳଙ୍ଗ ପନୀର ଆମଲେଟ’, ମିଳିବ ଟେଷ୍ଟୀ ଏବଂ ହେଲଦି ବ୍ରେକଫାଷ୍ଟ

ଶୀତ ଋତୁରେ ଶରୀରର ପୋଷଣରେ ଖାସ୍‌ ଧ୍ୟାନ ଦେବା ଜରୁରୀ, ଯାହାଦ୍ୱାରା ରୋଗରୁ ଦୂରେଇ ରହିହେବ। ଖାସ୍‌ କରି ଏଥିପାଇଁ ପିଲାଙ୍କ ଖାଦ୍ୟକୁ ନେଇ ଅଧିକ ଯତ୍ନଶୀଳ ହେବା ଦରକାର। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାଳଙ୍ଗ ପନୀର ଆମଲେଟ୍‌ ବିଷୟରେ ଜଣାଇବୁ। ଯାହାକୁ ବନାଇବା ବହୁତ ସହଜ। ଏହା ଯେତିକି…