Browsing Tag

foodpanda

ଏହି ଡେଲିଭରି ଗାର୍ଲଙ୍କ ଡ୍ରେସିଙ୍ଗ୍ ଷ୍ଟାଇଲ୍ ସୋସିଆଲ ମିଡିଆରେ କରୁଛି ହଇଚଇ, ଲୋକେ ହେଉଛନ୍ତି ଦିଓ୍ଵାନା

ହଙ୍ଗକଙ୍ଗ୍‌ର ଏକ ଫୁଡ୍‌ପାଣ୍ଡାର ଡେଲିଭରି ଗାର୍ଲ ନିଜ ଡ୍ରେସ୍‌କୁ ନେଇ ସୋସିଆଲ ମିଡିଆରେ ଧୁମ୍ ମଚାଉଛନ୍ତି। ନିକି ନାମ୍ନୀ ଏହି ଯୁବତୀ ଜଣକ ନିଜ ଫେସ୍‌ବୁକ ଆକାଉଣ୍ଟରେ ଅଲଗା ଅଲଗା ଡ୍ରେସ୍ ପିନ୍ଧି ଫଟୋଗୁଡ଼ିକୁ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହୋଇଯାଇଛି। ଏହାଦ୍ୱାରା ନିକି…