Browsing Tag

foods increase weight

ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଜିନିଷର ସେବନ, ଶୀଘ୍ର ବଢ଼ିଥାଏ ଓଜନ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଚିନ୍ତା କାରଣରୁ ଲୋକମାନେ ନିଜର ଖାଦ୍ୟପେୟ ଏବଂ ସ୍ବାସ୍ଥ୍ୟ ଉପରେ ଠିକ ଭାବରେ ଧ୍ୟାନ ଦେଇପାରନ୍ତି ନାହିଁ। ଯେଉଁ କାରଣରୁ ଧୀରେ ଧୀରେ ଓଜନ ବଢ଼ିବାକୁ ଲାଗିଥାଏ। କେତେକ ଥର ମୋଟା କାରଣରୁ ଲୋକଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ। ଓଜନ ବଢ଼ିବା କାରଣ ହେଉଛି…