Browsing Tag

foood reduce immunity

କରୋନା ସମୟରେ ସାବଧାନ ! ଏବେ ଏହି ୫ଟି ଜିନିଷ ଠାରୁ ରୁହନ୍ତୁ ଦୂରରେ, ନଚେତ୍‌ ଇମ୍ୟୁନିଟି କରିଦେବ ହ୍ରାସ

ଶରୀରରେ ରୋଗ ସହ ଲଢ଼ିବା ପାଇଁ ଇମ୍ୟୁନିଟି ପାଓ୍ଵାର ବା ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକ ପଡ଼ିଥାଏ । ଶରୀରରେ ଏହାର ଅଭାବରେ ରୋଗ ସଂକ୍ରମଣ ହୋଇଥାଏ । ଏବେ ସାରା ବିଶ୍ୱରେ କରୋନାର ପ୍ରଭାବ ରହିଥିବାବେଳେ ଲୋକେ ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ସଚେତନ୍‌ ଅଟନ୍ତି । ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା…