Browsing Tag

foot message

ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ, ପାଦ ପୀଡାରୁ ମୁକ୍ତି ପାଆନ୍ତୁ

ପ୍ରାୟ ସମୟରେ ଦେଖାଯାଏ ଅଫିସରେ ବା କାର୍ଯ୍ୟକ୍ଷେତ୍ରରେ ବହୁ ସମୟ ଧରି ପାଦ ଓହ୍ଲାଇ ବସିବା ଦ୍ୱରା ବହୁ ଜଣଙ୍କର ପାଦ ଫୁଲିଯାଏ । ବହୁ ସମୟରେ ଏହି କାରଣ ଯୋଗୁଁ ପାଦରେ ପୀଡା ମଧ୍ୟ ହୋଇଥାଏ । ଦରଜ ଏତେ ମାତ୍ରାରେ ବଢିଯାଏ ଯେ ସହିବା ଅସମ୍ଭବ ହୋଇପଡେ । ଦେଖାଯାଏ ଶୀତ ଦିନରେ ଏହି ପୀଡା ଅଧିକ…